National

ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟଥର ପାଇଁ ଟି-ଟ୍ଵେଣ୍ଟି ବିଶ୍ବ ଚାମ୍ପିୟନ ହେଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଟି-ଟ୍ଵେଣ୍ଟି ବିଶ୍ଵକପ ୨୦୨୪ର ଚାମ୍ପିୟନ ହୋଇଛି ଭାରତ। ଶନିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ବିଶ୍ବକପ୍ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ଏଥିସହ...

ଆଫଗାନିସ୍ତାନରେ ତାଲିବାନ ଶାସନର ହଜାରେ ଦିନ: ଅନ୍ଧକାର ଭିତରେ ମହିଳାଙ୍କ ଜୀବନ

ଅଭିଷେକ ରାୟ ଆଫଗାନିସ୍ତାନରେ ମହିଳା ଓ ଝିଅମାନଙ୍କ ଉପରେ ତାଲିବାନୀ ଅତ୍ୟାଚାରର ହଜାରେ ଦିନ।   ଆଫଗାନିସ୍ତାନରେ ତାଲିବାନ ଶାସନକୁ ନିକଟରେ ୧୦୦୦ ଦିନ ପୂରିଛି। ତେବେ ଏହି ଅବଧି ମଧ୍ୟରେ ସେଠାରେ ମହିଳାମାନଙ୍କ ସ୍ଵାଧୀନତା...

ଟି-ଟ୍ୱେଣ୍ଟି ବିଶ୍ଵକପ: ଆଜି ମେଗା ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ମେଗା ଫାଇନାଲ। ବାରବାଡୋସର କେନସିଂଟନ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ସହ ଟକ୍କର ନେବ ଟିମ୍ ଇଣ୍ଡିଆ। ଦ୍ଵିତୀୟଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ଵକପ ଜିତି କୋଟି କୋଟି...

ଲଦାଖ: ଟ୍ୟାଙ୍କ ଅଭ୍ୟାସ ବେଳେ ଅଘଟଣ, ନଦୀରେ ଭାସି ୫ ଭାରତୀୟ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଟ୍ୟାଙ୍କ ଅଭ୍ୟାସ ବେଳେ ଅଚାନକ ଜଳସ୍ତର ବଢ଼ିଯିବାରୁ ନଦୀରେ ଭାସି ୫ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ଲଦାଖର ଦୌଲତ ବେଗ ଓଲ୍ଡି ଅଞ୍ଚଳରେ।...

ଦିଲ୍ଲୀରେ ମହାତ୍ମା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିଲ୍ଲୀରେ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ...

ରଥଯାତ୍ରା ସମୟରେ ପୁରୀକୁ ଚାଲିବ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ସମୟରେ ଭକ୍ତଙ୍କ ସୁବିଧା ପାଇଁ ପୁରୀକୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଜୁଲାଇ ୬ରୁ ୧୯ ତାରିଖ ମଧ୍ୟରେ ପୁରୀକୁ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଡ଼ୋଶୀ ରାଜ୍ୟରୁ...

ତୃତୀୟଥର ଟି-ଟ୍ୱେଣ୍ଟି ବିଶ୍ଵକପ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, ଜାଣନ୍ତୁ ପୂର୍ବରୁ ରହିଛି କିଭଳି ରେକର୍ଡ?

ଓଡ଼ିଶାଲାଇଭ୍ ବ୍ୟୁରୋ ତୃତୀୟଥର ପାଇଁ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ଫାଇନାଲ ଖେଳିବ ଭାରତ। ଚଳିତ ବିଶ୍ଵକପରେ ଗୁରୁବାର ହୋଇଥିବା ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶନିବାର ଦଳ ବିଶ୍ଵକପ...

କେମିତି ନିରପେକ୍ଷ ହେବ ମିଡିଆ?

ଲକ୍ଷ୍ମୀନାରାୟଣ କାନୁନ୍‌‌ଗୋ ମିଡିଆକୁ ନିରପେକ୍ଷ କରିବାକୁ ହେଲେ ପ୍ରଥମେ ଏହାର ମୂଳଧନ-ପାଣ୍ଠି ଠିକ ସ୍ରୋତରୁ ଆସିବା ଦରକାର। ତେବେ ଯେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ ତାଙ୍କର କୌଣସି ସ୍ୱାର୍ଥ ବା ଆଭିମୁଖ୍ୟ...

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ। ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରାୟ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ହେମନ୍ତ...

ପ୍ରବଳ ବର୍ଷାରେ ନୂଆଦିଲ୍ଲୀ ବିମାନବନ୍ଦରର ଛାତ ଭୁଶୁଡ଼ି ଜଣେ ମୃତ, ୬ ଜଣ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଛି। ବର୍ଷା ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି ଏବଂ ଅନେକ ଘରେ ପାଣି ପସିବା ସହ ବ୍ୟପକ କ୍ଷୟକ୍ଷତି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଛି।...