ଅଲିମ୍ପିକ୍ ୨୦୨୪: ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ, ଓଡ଼ିଶାରୁ ଅମିତ୍ ରୋହିଦାସଙ୍କୁ ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଲିମ୍ପିକ୍ ୨୦୨୪ ପାଇଁ ଘୋଷଣା ହୋଇଛି ଭାରତୀୟ ପୁରୁଷ ହକି ଦଳ। ହରମନପ୍ରୀତ ସିଂହ ଦଳର ଅଧିନାୟକ ହୋଇଥିବାବେଳେ ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ବୁଧବାର ହକି ଇଣ୍ଡିଆ...
ବାହାରିନର ଭାରତୀୟ ଦୂତାବାସରେ ପ୍ରଦର୍ଶିତ ହେଉଛି ଓଡ଼ିଶାର କଳା କାରିଗରି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନରେ ଥିବା ଭାରତୀୟ ଦୂତାବାସରେ ଓଡ଼ିଶାର ବିଭିନ୍ନ କଳା କାରିଗରିଗୁଡ଼ିକ ପ୍ରଦର୍ଶିତ ହେଉଛି। ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ବିଶ୍ଵବ୍ୟାପି ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ମଙ୍ଗଳବାରଠାରୁ...
ଲୋକସଭାର ବାଚସ୍ପତି ଭାବେ ପୁଣି ନିର୍ବାଚିତ ହେଲେ ଓମ୍ ବିର୍ଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାର ବାଚସ୍ପତି ଭାବେ ପୁଣି ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା। ସେ ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇ ବାଚସ୍ପତି ହୋଇଛନ୍ତି। ସେ ଲଗାତର ଦ୍ଵିତୀୟଥର ପାଇଁ...
ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦିଲ୍ଲୀ ଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ଦିଲ୍ଲୀ ଗସ୍ତ କରିବେ। ତାଙ୍କ ସହ ଦୁଇ...
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମିଳିଲାନି ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଲାଗିଛି ଝଟକା। ଅବକାରୀ ଦୁର୍ନୀତି ମାମଲାରେ ମଙ୍ଗଳବାର ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଜାମିନ ମିଳିଲା ନାହିଁ। ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି।
ଅବକାରୀ...
ଭାରତରେ ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୪୯ ବର୍ଷ, ଜାଣନ୍ତୁ କ’ଣ ରହିଥିଲା ଘଟଣାକ୍ରମ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ୧୯୭୫ ମସିହାରେ ଜୁନ୍ ୨୫ ତାରିଖରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ୪୯ ବର୍ଷ ପୂରିଛି। ଏହାକୁ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ କଳା ଅଧ୍ୟାୟ ବୋଲି ବିବେଚନା କରାଯାଏ।...
ଲୋକସଭା ବାଚସ୍ପତି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ଏନଡିଏରୁ ଓମ୍ ବିର୍ଲା ଓ ଇଣ୍ଡି ମେଣ୍ଟରୁ କେ ସୁରେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ୭୫ ବର୍ଷର ଗଣତାନ୍ତ୍ରିକ ଇତିହାସରେ ବହୁ ବର୍ଷ ପରେ ଲୋକସଭାର ବାଚସ୍ପତି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିବ। ଏହି ନିର୍ବାଚନ ଲାଗି ଶାସକ ଏନଡିଏ ପକ୍ଷରୁ...
ଲୋକସଭାର ପ୍ରଥମ ଅଧିବେଶନ: ଆଜି ଶପଥ ନେବେ ଓଡ଼ିଶାର ୧୮ ଜଣ ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏଠାରେ ୨୮୦ ଜଣ ନବନିର୍ବାଚିତ ସାଂସଦ ଶପଥ ନେଇଥିଲେ। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସାଂସଦମାନଙ୍କୁ ଶପଥ ଗ୍ରହଣ...
ବିଜେଡି ସଂସଦୀୟ ଦଳ ବୈଠକ: ନବୀନ ନିବାସରେ ଏକାଠି ହେଲେ ଦଳର ସବୁ ରାଜ୍ୟସଭା ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଭୁବନେଶ୍ଵରରେ ବିଜେଡି ସଂସଦୀୟ ଦଳର ବୈଠକ ହୋଇଛି। ନବୀନ ନିବାସରେ ଦଳର ସମସ୍ତ ରାଜ୍ୟସଭା ସାଂସଦ ଏକାଠି ହୋଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟସଭାରେ...
ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନର ବିବିଧତା ତାଲିକାରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ଡକ୍ଟର ଧନଦା କାନ୍ତ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନ ପକ୍ଷରୁ ଉନ୍ମୋଚିତ ହୋଇଥିବା ଡାଇଭର୍ସିଟି ଲିଷ୍ଟ-୨୦୨୪ରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ତଥା ଶିକ୍ଷାବିତ ଡକ୍ଟର ଧନଦା କାନ୍ତ ମିଶ୍ରଙ୍କୁ ଅନ୍ତର୍ଭୁକ୍ତ କରି ସମ୍ମାନିତ କରାଯାଇଛି। ଏକ...





















