ଆଜି ଶପଥ ନେବେ କୁମାରସ୍ୱାମୀ: ବେଙ୍ଗଳୁରୁରେ ପହଞ୍ଚିଲେଣି ବହୁ ବିଜେପି ବିରୋଧୀ ଦଳର ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚଡି କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ...
କୁମାରସ୍ୱାମୀଙ୍କ ଭାଗ୍ୟଶାଳୀ ପତ୍ନୀ ରାଧିକା: ଗୁଗୁଲ ସର୍ଚ୍ଚରେ ସ୍ୱାମୀଙ୍କୁ ଟପିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଗୁଲ ଟ୍ରେଣ୍ଡ୍ ଅନୁସାରେ ଲୋକେ ଜେଡିଏସ୍ ନେତା ଏଚଡି କୁମାରସ୍ୱାମୀଙ୍କ ଅପେକ୍ଷା ତାଙ୍କ ଦ୍ୱିତୀୟ ପତ୍ନୀ ରାଧିକା କୁମାରସ୍ୱାମୀଙ୍କୁ ଅଧିକ ସର୍ଚ୍ଚ କରୁଛନ୍ତି।
କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଜେଡିଏସ୍ ନେତା ଏଚଡି କୁମାରସ୍ୱାମୀ...
ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ବିମାନ ବାତିଲ ହେଲେ କ୍ଷତିପୂରଣ ସହ ମିଳିବ ଅନେକ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ବିମାନ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ଘୋଷଣା କରିଛନ୍ତି।
ବିମାନ କମ୍ପାନି ଯାତ୍ରୀଙ୍କ ଟିକେଟ ଉପରେ ମନଇଚ୍ଛା ଚାର୍ଜ ଲଗାଉଥିବା ଉପରେ ଅଙ୍କୁଶ ଲଗାଇଛନ୍ତି କେନ୍ଦ୍ର...
ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଆଇପିଏଲ ଫାଇନାଲରେ ଚେନ୍ନାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ଏହି ସଫଳତା ହାସଲ କରିଛି। ଫାଫ୍ ଡୁ ପ୍ଲେସିସ୍ଙ୍କ ୬୭ ଏବଂ ସର୍ଦ୍ଦୁଲ ଠାକୁରଙ୍କ ୧୫...
କର୍ଣ୍ଣାଟକରେ ଛିଣ୍ଡିଲା ଭାଗବଣ୍ଟା: କଂଗ୍ରେସକୁ ମିଳିଲା ଉପ-ମୁଖ୍ୟମନ୍ତ୍ରୀ, ବାଚସ୍ପତି ପଦ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ-ଜେଡିଏସ୍ ମଧ୍ୟରେ ଚାଲିଥିବା ଭାଗବଣ୍ଟାର ସମାଧାନ ହୋଇଛି। କଂଗ୍ରେସକୁ ଉପ-ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ପଦ ମିଳିଛି। ଏହାସହ ୩୪ ଆସନ ବିଶିଷ୍ଟ ମନ୍ତ୍ରିମଣ୍ଡଳରେ କଂଗ୍ରେସର ୨୨ ଜଣ ଏବଂ ଜେଡିଏସ୍ର ୧୨...
ତାମିଲନାଡୁରେ ବେଦାନ୍ତ ବିରୋଧୀଙ୍କୁ ଗୁଳି: ଟଳି ପଡ଼ିଲେ ୧୧ ବିକ୍ଷୋଭକାରୀ, ୩୦ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡୁରେ ପୋଲିସ-ଜନତା ଖଣ୍ଡଯୁଦ୍ଧ
ବେଦାନ୍ତକୁ ବିରୋଧ କରି ତିନି ମାସ ହେଲା ଚାଲିଥିଲା ଆନ୍ଦୋଳନ
ଆଜି ଏକାଠି ହୋଇଥିଲେ ୨୦ ହଜାରରୁ ଅଧିକ ବିକ୍ଷୋଭକାରୀ
ବିକ୍ଷୋଭକାରୀଙ୍କୁ ଗୁଳି
ରାହୁଲ ଗାନ୍ଧିଙ୍କ ନିନ୍ଦା
ତାମିଲନାଡୁର...
୨୬ରେ କଟକ ଆସିବେ ମୋଦି, ଅପରାହ୍ଣ ୩ଟା୨୫ରେ ଭୁବନେଶ୍ୱରରେ ପହଞ୍ଚିବେ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ ତାରିଖରେ ଦିନିକିଆ କଟକ ଗସ୍ତରେ ଆସୁଛନ୍ତି।
ଭୁବନେଶ୍ୱରରୁ ହେଲିକପ୍ଟରରେ କଟକ ଯିବେ ମୋଦି
ନରାଜରେ ଅସ୍ଥାୟୀ ହେଲିପ୍ୟାଡ
...
କର୍ଣ୍ଣାଟକରେ ଛିଣ୍ଡୁନି ଅଙ୍କ: କିଏ ହେବେ ମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦିନକ ପରେ ଏଚ୍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ହେଲେ ଏଯାଏଁ କିଏ ମନ୍ତ୍ରୀ ହେବେ ତାହା ଚୂଡ଼ାନ୍ତ ହୋଇପାରୁ ନାହିଁ।
କଂଗ୍ରେସ-ଜେଡିଏସ୍ ମେଣ୍ଟର ନେତା ଏଚ୍...
ନୂଆଦିଲ୍ଲୀରେ ସୋନିଆ-ରାହୁଲଙ୍କୁ ଭେଟିଲେ କୁମାରସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଏଚ୍ ଡି କୁମାରସ୍ୱାମୀ ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ...
ତୈଳ ବଜାରରେ ନିଆଁ: ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୫, ଡିଜେଲ ୭୨ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାତାର ଅଷ୍ଟମ ଦିନ ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ମୂଲ୍ୟ ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲାଗିଛି ଟଣାଓଟରା।
...





















