National

ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଦଶମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ନୀତୀଶ କୁମାର ଇତିହାସ ରଚିଛନ୍ତି। ପାଟନାର ଐତିହାସିକ ଗାନ୍ଧୀ ମଇଦାନଠାରେ ଆୟୋଜିତ...

ମୃତ୍ୟୁଦଣ୍ଡକୁ ନେଇ କ’ଣ କହିଲେ ଶେଖ ହସିନା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/HtNSl9kt-90 ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଢାକାର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ବା ଆଇସିଟି ଫାଶୀଦଣ୍ଡ ଶୁଣାଇଛନ୍ତି। ବିକ୍ଷୋଭକାରୀଙ୍କୁ ଆକ୍ରମଣ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫: ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କଲେ ସଂସଦୀୟ କମିଟି ସଦସ୍ୟ 

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ): ନୂଆଦିଲ୍ଲୀଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ପଞ୍ଚମ ଦିନରେ ସଂସଦୀୟ କମିଟିର ସଦସ୍ୟମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଏଠାରେ ପ୍ରତିଫଳିତ ହେଉଥିବା ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି,...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫: ଆକର୍ଷଣ ପାଲଟିଛି ଓଡ଼ିଶା ପାଭିଲିୟନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ଵର): ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ପାଲଟିଛି ‘ଓଡ଼ିଶା ପାଭିଲିୟନ’। ଏହା ଦେଶ ବିଦେଶର ବୃହତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ...

ନୂଆଦିଲ୍ଲୀରେ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’: ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ବିଶେଷ ଆକର୍ଷଣ ସାଜିଛି ‘ଓଡ଼ିଶା ମଣ୍ଡପ’। ସୋମବାର ଦିନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ‘ଓଡ଼ିଶା ମଣ୍ଡପ’...

ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା: ସାଉଦି ଆରବରେ ଜଳିଗଲେ ୪୨ ଭାରତୀୟ!

ଓଡ଼ିଶାଲାଇଭ୍ ବ୍ୟୁରୋ ତୀର୍ଥଯାତ୍ରା ହେଲା ଜୀବନର ଶେଷ ଯାତ୍ରା। ସାଉଦି ଆରବର ମୁଫ୍ରିହାତ ଅଞ୍ଚଳରେ ଏକ ବସ୍ ଦୁର୍ଘଟଣାରେ ୪୨ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଭାରତୀୟ ହୋଇଥିବା କୁହାଯାଉଛି। ମକ୍କାରୁ...

ନୂଆଦିଲ୍ଲୀ: ୪୪ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ମଣ୍ଡପ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ନଭେମ୍ବର ୧୪ରୁ ୨୭ ଯାଏଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଭାରତ ମଣ୍ଡପମର ହଲ୍ ନମ୍ବର-୪ରେ ଝଟକୁଛି ‘ଓଡ଼ିଶା ମଣ୍ଡପ’ ମୁଖ୍ୟ ପ୍ରବେଶ ଦ୍ୱାରରେ ଶ୍ରୀମନ୍ଦିର...

ବିଦେଶ ମାଟିରେ ବୋଇତ ବନ୍ଦାଣ ଉତ୍ସବ ପାଳିଲେ ଏଲସବରୀ ଓଡ଼ିଆ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଦେଶ ମାଟିରେ ବୋଇତ ବନ୍ଦାଣ ଉତ୍ସବ ପାଳନ କଲେ ଏଲସବରି ଓଡ଼ିଆ ପରିବାର। ଇଂଲଣ୍ଡର ଏଲସବରୀଠାରେ ବସବାସ କରୁଥିବା ଓଡ଼ିଆ ପରିବାରଙ୍କୁ ନେଇ ଗଠିତ ସଂଗଠନ ଏଲସବରୀ ଓଡ଼ିଆ ପରିବାର ପକ୍ଷରୁ ପ୍ରଥମ...

ସାଉଦି ଆରବରେ ପ୍ରବାସୀ ଓଡ଼ିଆ ସଂଗଠନ ‘ଉତ୍କଳିକା’ର ବାର୍ଷିକ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଉଦି ଆରବର ଜୁବେଲଠାରେ ପ୍ରବାସୀ ଓଡ଼ିଆ ସଂଗଠନ ‘ଉତ୍କଳିକା’ ର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଉତ୍ସବରେ ଦୁଇଶହ ଓଡ଼ିଆ ପରିବାର ସମେତ ୪୦୦ରୁ ଅଧିକ ଓଡ଼ିଆ ସଦସ୍ୟ ସାମିଲ...

ବିହାର: ଭାଗଲପୁରରେ ଡିସେମ୍ବର ୨୭ରୁ ଦୁଇଦିନିଆ ଡବ୍ଲ୍ୟୁଜେଏଆଇର ପ୍ରତିଷ୍ଠା ଦିବସ ଓ ୱେବ ମିଡିଆ ସମାଗମ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିହାର): ଭାଗଲପୁରଠାରେ ଡିସେମ୍ବର ୨୭ ଓ ୨୮ ତାରିଖ ଦୁଇଦିନ ଆୟୋଜିତ ହେବାକୁ ଯାଉଛି  ୱେବ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ଅଫ ଇଣ୍ଡିଆ (ଡବ୍ଲ୍ୟୁଜେଏଆଇ) ର ସପ୍ତମ ପ୍ରତିଷ୍ଠା ଦିବସ ସମାରୋହ ଏବଂ...