National

ରେଳବାଇରେ ୯୯୭୦ଟି ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ ପଦବୀରେ ନିଯୁକ୍ତି ସୁଯୋଗ, ଏପ୍ରିଲ ୧୦ରୁ ଆବେଦନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇରେ ଅନେକ ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ (ଏଏଲପି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ରେଳବାଇର ସବୁ ଜୋନ ପାଇଁ ୯,୯୭୦ଟି ଏଏଲପି ପଦବୀ ପୂରଣ ହେବ। ଏହି ପଦବୀ...

ମିଆଁମାର ଭୂମିକମ୍ପ: ୧୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ତାଣ୍ଡପ ରଚିଯାଇଛି ପ୍ରକୃତି। ବଢ଼ୁଛି ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା। ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମିଆଁମାରରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ଏଥିରେ ୨୩୦୦ରୁ ଅଧିକ ଲୋକ ଆହତ...

ଛତିଶଗଡ଼: ସୁକମା ଜିଲ୍ଲା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୧୬ ଜଣ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ସୁକମା ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୧୬ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ଓ...

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି: ୨ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାରତ ସରକାର। ସେମାନଙ୍କୁ ମିଳୁଥିବା ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରାଯାଇଛି। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

୨ଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମିଆଁମାର ଓ ଥାଇଲାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମିଆଁମାର ଓ ଥାଇଲାଣ୍ଡ। ଶୁକ୍ରବାର ରିକ୍ଟର ସ୍କେଲରେ ୭.୭ ଓ ୬.୮ ତୀବ୍ରତାର ଏହି ଭୂମିକମ୍ପରେ ଉଭୟ ଦେଶରେ ବଡ଼ ଧରଣ କ୍ଷୟକ୍ଷତି ହୋଇଛି।...

‘ସୋଲେ’ ଫିଲ୍ମରେ ଅଭିନୟ ପାଇଁ କିଏ ନେଇଥିଲେ କେତେ ଟଙ୍କା?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସିନେମା ଜଗତରେ ‘ସୋଲେ’ ଏମିତି ଏକ ଫିଲ୍ମ ଯାହାକୁ ସମୟ ଆଜି ଯାଏଁ ବାନ୍ଧି ରଖିପାରିନି। ସବୁ ପିଢ଼ିର ଦର୍ଶକଙ୍କ ମନୋରଞ୍ଜନ କରିପାରିଛି ଫିଲ୍ମ ସୋଲେ। ଏହାର ଡାଇଲଗ, ଆକ୍ସନଠାରୁ...

ବ୍ୟାଙ୍କ ଗ୍ରାହକଙ୍କୁ ଝଟ୍‌କା: ମେ’ ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇବା ହେବ ମହଙ୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ବ୍ୟାଙ୍କ ଗ୍ରାହକଙ୍କୁ ଲାଗିବାକୁ ଯାଉଛି ଝଟ୍‌କା। ଆସନ୍ତା ମେ’ ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇବା ହେବ ମହଙ୍ଗା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଇଣ୍ଟର୍‌ଚେଞ୍ଜ ଫି’ ବୃଦ୍ଧି ଘୋଷଣା କରିଛି। ଆରବିଆଇର...

ଛତିଶଗଡ଼: ଦନ୍ତେୱାଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ଜଣ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଜଙ୍ଗଲରେ ମଙ୍ଗଳବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ଓ...

କାଜାକସ୍ତାନରେ ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତକାଳୀନ କ୍ରୀଡ଼ାରେ ନୂଆ ତାରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ...

ବାହାରିନ ଓଡ଼ିଆ ସମାଜ ପକ୍ଷରୁ ପଖାଳ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନରେ ପାଳିତ ହେଲା ପଖାଳ ଦିବସ। ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଇଛି। ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ପଖାଳ...