National

ରେଳବାଇର ଦକ୍ଷିଣପୂର୍ବ-ମଧ୍ୟ ଜୋନରେ ୧୦୦୩ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଏପ୍ରିଲ ୨ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇର ଦକ୍ଷିଣପୂର୍ବ-ମଧ୍ୟ (ଏସଇସିଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧୦୦୩ଟି ପଦବୀ ପୂରଣ ହେବ। ଏହି ପଦବୀ...

ଜନସଂଖ୍ୟା ଆଧାରରେ ନିର୍ବାଚନୀ ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧ: ଦକ୍ଷିଣ ଭାରତରେ ବିରୋଧୀଙ୍କ ମେଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ନିର୍ବାଚନୀ ସୀମା ପୁନଃ ନିର୍ଦ୍ଧାରଣ ବିରୋଧରେ ବଡ଼ ଲଢ଼େଇ ଆରମ୍ଭ କରିଛନ୍ତି ଏକାଧିକ ଦକ୍ଷିଣ ଭାରତୀୟ ରାଜ୍ୟ। ଶନିବାର ଏହି ପ୍ରସଙ୍ଗରେ ଚେନ୍ନାଇରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।...

ତିରୁପତି ବାଲାଜୀ ମନ୍ଦିରରେ କାହିଁକି କେଶ ଦାନ କରନ୍ତି ଭକ୍ତ?

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ମନସ୍କାମନା ପୂରଣ ପାଇଁ ଭକ୍ତମାନେ ଭଗବାନଙ୍କ ପାଖରେ ମାନସିକ ରଖି ବିଭିନ୍ନ ଜିନିଷ ଦାନ କରିଥାନ୍ତି। ତେବେ କାହିଁକି ତିରୁପତି ବାଲାଜୀ ମନ୍ଦିରରେ କେଶ ଦାନ କରନ୍ତି ଭକ୍ତ? ଆନ୍ଧ୍ରପ୍ରଦେଶରେ ଅବସ୍ଥିତ...

ଭାରତୀୟ ରେଳବାଇରେ ୯୯୭୦ଟି ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ ପଦବୀରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇରେ ଅନେକ ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ (ଏଏଲପି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ରେଳବାଇର ସବୁ ଜୋନ ପାଇଁ ୯,୯୭୦ଟି ଏଏଲପି ପଦବୀ ପୂରଣ ହେବ। ଏହି ପଦବୀ...

ଆସନ୍ତାକାଲିଠାରୁ ଆଇପିଏଲ୍ ୨୦୨୫: ବର୍ଷାରେ ଧୋଇଯିବ ଉଦଘାଟନୀ ମ୍ୟାଚ!

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫। ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। କୋଲକାତାର ଇଡେନ ଗାର୍ଡେନ୍ସରେ...

ବିବାହ ବନ୍ଧନରୁ ମୁକ୍ତ ହେଲେ ଚହଲ ଓ ଧନଶ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ବନ୍ଧନରୁ ମୁକ୍ତ ହୋଇଛନ୍ତି ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା। ଆଧିକରିକ ଭାବେ ଉଭୟଙ୍କ ଛାଡ଼ପତ୍ର ହୋଇଛି। ଗୁରୁବାର ମୁମ୍ବାଇ ଫ୍ୟାମିଲି ହାଇକୋର୍ଟ ସେମାନଙ୍କର...

ଛତିଶଗଡ଼ର ବିଜାପୁର ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର: ୧୮ ମାଓବାଦୀ ନିହତ, ଜଣେ ଯବାନ ସହିଦ  

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ବିଜାପୁର ଜିଲ୍ଲା ଜଙ୍ଗଲରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୧୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଏନକାଉଣ୍ଟର...

୯ ମାସ ପରେ ମହାକାଶରୁ ଫେରିଲେ ସୁନିତା ୱିଲିୟମ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଅପେକ୍ଷାର ଅନ୍ତ ଘଟିଲା। ଦୀର୍ଘ ୯ ମାସ ପରେ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନିତା ୱିଲିୟମ୍ସ। ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ...

ଆଇଟିବିପିରେ ୧୩୩ଟି କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି: ଏପ୍ରିଲ ୨ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଆଇଟିବିପିରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆଇଟିବିପିର ସ୍ପୋର୍ଟସ କୋଟାରେ ଖାଲିଥିବା ପ୍ରାୟ ୧୧୩ଟି ପଦବୀ ପୂରଣ ପାଇଁ...

‘ପିଏନବି’ରେ ୩୫୦ଟି ସ୍ପେସାଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ସୁଯୋଗ, ମାର୍ଚ୍ଚ ୨୪ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବ ନାସନାଲ ବ୍ୟାଙ୍କ (ପିଏନବି)ରେ ଅନେକ ବ୍ୟାଙ୍କିଂ ସ୍ପେସାଲିଷ୍ଟ ଅଫିସର (ଏସଓ) ପଦବୀରେ ନିଯୁକ୍ତି ପାଇଁ ସୁଯୋଗ ରହିଛି। ଭାରତରେ ଥିବା 'ପିଏନବି'ର ବିଭିନ୍ନ ଶାଖାରେ ୩୫୦ଟି ଏସଓ ପଦବୀ ପୂରଣ...