National

ଔରଙ୍ଗଜେବଙ୍କ ବଂଶଧରମାନେ ଏବେ ରିକ୍ସା ଚାଳକ – ଯୋଗୀ ଆଦିତ୍ୟନାଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋଗଲ ସମ୍ରାଟ ଔରଙ୍ଗଜେବ ଏବଂ ତାଙ୍କ ବଂଶଧରମାନକୁ ନେଇ ନିଜର ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଯୋଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ କହିଛନ୍ତି...

ଆସନ୍ତାକାଲିଠାରୁ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ: ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ। ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ବକ୍ସିଂ ଡେ’ ଟେଷ୍ଟ। ଏଥିପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ। ମ୍ୟାଚ...

ରାଜସ୍ଥାନ: ୨ ଦିନରୁ ଗଭୀର ବୋରୱେଲରେ ଫସି ରହିଛି କୁନି ଝିଅ, ବିଳମ୍ବ ହେଉଛି ଉଦ୍ଧାର କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର କୋଟପୁତଲୀର କରିତପୁରା ଗାଁରେ ଏବେ ଦୁଃଖ ଆଉ ଉଦାସୀନତାର ମାହୋଲ। ପ୍ରତ୍ୟେକଟି ଗ୍ରାମବାସୀ ଚାହିଁ ବସିଛନ୍ତି ସେହି ବୋରୱେଲ ଗାତକୁ। ଅପେକ୍ଷା କରିଛନ୍ତି କେତେବେଳେ ତା ଭିତରୁ ବାହାରିବ ୩...

ଆଇଏଫଜେ ରିପୋର୍ଟ: ୨୦୨୪ରେ ୧୦୪ ଜଣ ସାମ୍ବାଦିକଙ୍କୁ ହତ୍ୟା, ଗାଜାରେ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ୱର ସାମ୍ବାଦିକମାନଙ୍କ ପାଇଁ ୨୦୨୪ ଏକ ମାରାତ୍ମକ ବର୍ଷ ସାବ୍ୟସ୍ତ ହୋଇଛି। ଚଳିତବର୍ଷ ବିଭିନ୍ନ ଦେଶରେ ୧୦୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକ କର୍ମ କ୍ଷେତ୍ରରେ ହତ୍ୟା କରାଯାଇଛି। ଇଣ୍ଟରନାସନାଲ ଫେଡେରେସନ୍...

ୟୁକ୍ରେନ ରାଷ୍ଟ୍ରପତିଙ୍କ ଦାବି, ଯୁଦ୍ଧରେ ରୁଷ ପକ୍ଷରୁ ଲଢୁଥିବା ଉତ୍ତର କୋରିଆର ୩ ହଜାର ସୈନିକ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଯୁଦ୍ଧର ବିଭୀଷିକା ମଧ୍ୟରେ ଗତି କରୁଛନ୍ତି ରୁଷ ଏବଂ ୟୁକ୍ରେନ। ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଏପରି ସ୍ଥିତି ଲାଗି ରହିଛି। ଏହି ଯୁଦ୍ଧରେ ଦୁଇ ଦେଶର କ୍ଷୟକ୍ଷତିର ଆକଳନ...

ଅନ୍ତର୍ଜାତୀୟ ବୈଜ୍ଞାନିକଙ୍କ ଦ୍ୱାରା ନୀଳରକ୍ତ କଙ୍କଡ଼ା ସଂରକ୍ଷଣ ପାଇଁ ଆରମ୍ଭ ହେଲା ନୂତନ ଗବେଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ • ବିଭିନ୍ନ ଦେଶର ୧୮ ବୈଜ୍ଞାନିକଙ୍କ ସମେତ ଭାରତରୁ ସାମିଲ ହେଲେ ଡକ୍ଟର ସିଦ୍ଧାର୍ଥ ପତି • ୧୧ଟି ଦେଶର ୫୨ଟି ସାଇଟ୍ ସମେତ ଓଡ଼ିଶାରେ ହୋଇଛି ସର୍ଭେ (ବାଲେଶ୍ଵରରୁ କୃଷ୍ଣ କୁମାର...

ଆଜି ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ: ମହାନ ଜନନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରାଜନୀତିରେ ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ। ଜଣେ ଉଦାରବାଦୀ ନେତା ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି। ୧୯୨୪ ମସିହାରେ ଆଜିର ଦିନରେ ଜନ୍ମ...

ଡକ୍ଟର ହରିବାବୁ କମ୍ଭମପତି: ଓଡ଼ିଶାର ନୂଆ ରାଜ୍ୟପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର ରାଜ୍ୟପାଳ ରଘୁବର ଦାସଙ୍କ...

ଆସିଲା ଚାମ୍ପିୟନ୍ସ ଟ୍ରଫି ଖେଳସୂଚୀ: ଫେବ୍ରୁଆରି ୨୩ରେ ଭାରତ-ପାକିସ୍ତାନ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି। ଫେବ୍ରୁଆରି ୧୯ ତାରିଖରେ କରାଚିରେ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଭାରତ ଫେବ୍ରୁଆରି...

ବଡ଼ ବିନିଯୋଗ ଆୟ ଶୂନ୍: ୟୁଟ୍ୟୁବରୁ ମୁହଁ ଫେରାଇଲେ ନଳିନୀ ଉନଗର

ଓଡ଼ିଶାଲାଇଭ୍ ବ୍ୟୁରୋ ଅଧିକ ଆୟ ଆଶାରେ ବିନିଯୋଗ କରିଥିଲେ ୮ ଲକ୍ଷ, ହେଲେ ମିଳିଲାନି ଟଙ୍କାଟିଏ, ଶେଷରେ ୟୁଟ୍ୟୁବକୁ ବାଏ କହିଲେ ନଳିନୀ ଉନଗର ଟଙ୍କା ରୋଜଗାର କରିବାର ଆଶା ଏବଂ ନିଶା ଅନେକଙ୍କର ଥାଏ।...