National

ଓଡ଼ିଶାରେ ଆସନ୍ତାକାଲିଠାରୁ କମିବ ବର୍ଷା! ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ଦେଖିବାକୁ ମିଳୁଛି। ତେବେ ରବିବାରଠାରୁ ରାଜ୍ୟରେ ବର୍ଷାର...

ଉତ୍ତରପ୍ରଦେଶ: ସାଂସଦଙ୍କ ନାଁରେ ବିଦ୍ୟୁତ ଚୋରି ଅଭିଯୋଗ, ଗଣିବେ ୧.୯ କୋଟି ଟଙ୍କା ଜୋରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ସମ୍ଭଲରୁ ସମାଜବାଦୀ ପାର୍ଟିର ସାଂସଦ ଜିଆ ଉର ରେହମାନ ବର୍କଙ୍କ ବାସଭବନରେ ବିପୁଳ ପରିମାଣର ବିଦ୍ୟୁତ ଚୋରି ହୋଇଥିବା ପର୍ଦ୍ଦାଫାସ ହୋଇଛି। ବିଦ୍ୟୁତ ଚୋରି ଅଭିଯୋଗରେ ସାଂସଦଙ୍କ ଉପରେ ୧.୯...

ଜର୍ମାନୀର ଖ୍ରୀଷ୍ଟମାସ ମାର୍କେଟରେ ଭିଡ଼ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍: ୨ ଜଣ ମୃତ ଓ ୬୮ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜର୍ମାନୀର ମେଗଡେବର୍ଗ ସହରର ଏକ ଖ୍ରୀଷ୍ଟମାସ ମାର୍କେଟରେ ବଡ଼ ଧରଣର ଅଘଟଣ ଘଟିଛି। ଖ୍ରୀଷ୍ଟମାସ କିଣାବିକା ପାଇଁ ଶୁକ୍ରବାର ରାତିରେ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିବାବେଳେ ସେମାନଙ୍କ ଉପରେ ଜଣେ ବ୍ୟକ୍ତି...

ୟୁରୋ-ବଲକାନ କପ୍ ୱିଣ୍ଟର ଗେମ୍ସ: ଭାରତରୁ ପ୍ରତିନିଧିତ୍ଵ କରିବେ ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତକାଳୀନ କ୍ରୀଡ଼ାରେ ଜାତୀୟ ସ୍ତରରେ ତରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ପ୍ରଦର୍ଶନ କରି ରାଜ୍ୟକୁ...

ପ୍ରଥମ ରାତିରେ ଡ୍ରାମା: ସ୍ତ୍ରୀ ମାଗିଲେ ଗଞ୍ଜେଇ, ସ୍ଵାମୀ ଦେଲେ ଛାଡ଼ପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହର ପ୍ରଥମ ରାତିରେ ଗଞ୍ଜେଇ ଓ ମଟନ ମାଗିଲେ ନବବଧୂ, ଛାଡ଼ପତ୍ର ଦେଇଦେଲେ ବର ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚିକତ କରିଦେଇଛି। ନବବଧୂଙ୍କ ଏକ ଅସ୍ୱାଭାବିକ ଦାବି...

ଚୀନରେ ଅଜିତ ଡୋଭାଲଙ୍କ ଭବ୍ୟ ସ୍ଵାଗତ: ବଢୁଛି କି ଭାରତ ସହ ବନ୍ଧୁତା?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ଚୀନ ସମ୍ପର୍କରେ ଏବେ ସୁଧାର ଆସୁଛି। ଅତୀତର ଶତ୍ରୁତାକୁ ଭୁଲି ଏବେ ଦୁଇ ଦେଶ ବନ୍ଧୁତା ଆଡ଼କୁ ମୁହାଁଉଛନ୍ତି। ଏସିଆର ଦୁଇ ଶକ୍ତିଶାଳୀ ଦେଶ ଏବେ ଏକାଠି ବସି ଶାନ୍ତିପୂର୍ଣ୍ଣ ଆଲୋଚନା...

ଆସିଲା ରିପୋର୍ଟ: ଜଣାପଡ଼ିଲା ସିଡିଏସ ବିପିନ ରାୱତଙ୍କ ମୃତ୍ୟୁର କାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାନ୍ତ୍ରୀକ ତ୍ରୁଟି ନୁହେଁ ହେଲିକପ୍ଟର ଦୁର୍ଘଟଣା ପଛରେ ମାନବିକ ତ୍ରୁଟି ଯୋଗୁଁ ଚାଲିଯାଇଥିଲା ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଜୀବନ ଜଣାପଡ଼ିଲା ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍...

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କର ପରଲୋକ ଘଟିଛି। ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ୪ ଥର...

ସରିଲା ସଂସଦର ଶୀତକାଳୀନ ଅଧିବେଶନ: ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାଦ ଭିତରେ ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଶୁକ୍ରବାର ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରସଙ୍ଗରେ...

ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା: ୭ ଜଣ ଜୀବନ୍ତ ଦଗ୍ଧ, ଜଳିଗଲା ୪୦ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଘଟିଯାଇଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏଥିରେ ଏକ ଗ୍ୟାସ ଟ୍ୟାଙ୍କର ଓ ଟ୍ରକ ମଧ୍ୟ ଧକ୍କା ହେବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।...