ଆଉ ନିଯୁକ୍ତି ପରୀକ୍ଷା କରିବନି ନାସନାଲ ଟେଷ୍ଟିଂ ଏଜେନ୍ସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଆଉ ନିଯୁକ୍ତି ପରୀକ୍ଷା କରିବ ନାହିଁ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)। ଏହା ଏବେ କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ପ୍ରବେଶିକା ପରୀକ୍ଷାର ଆୟୋଜନ କରିବ। ଏହି ନିଷ୍ପତ୍ତି ୨୦୨୫-୨୬...
ବାୟୁ ପ୍ରଦୂଷଣ ସମସ୍ୟା: ଦେଶର ସବୁ ପ୍ରଦୂଷିତ ସହରର ତଥ୍ୟ ମାଗିଲେ ସୁପ୍ରିମକୋର୍ଟ
ପୁଷ୍ପମିତ୍ର ମହାନ୍ତି
ଭାରତରେ ବାୟୁ ପ୍ରଦୂଷଣ ଉପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ସୁପ୍ରିମ୍ କୋର୍ଟ ବାୟୁ ପ୍ରଦୂଷଣକୁ 'ସର୍ବଭାରତୀୟ' ପ୍ରସଙ୍ଗ ଭାବେ ଘୋଷଣା କରିବା ସହ ଦେଶର ସବୁ ପ୍ରଦୂଷିତ...
‘ଏକ ଦେଶ, ଏକ ନିର୍ବାଚନ ବିଲ୍’ ଲୋକସଭାରେ ଆଗତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଲୋକସଭାରେ ଆଗତ ହୋଇଛି ‘ଏକ ଦେଶ, ଏକ ନିର୍ବାଚନ ବିଲ୍’। କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଏହି ବିଲକୁ ଆଗତ କରିଛନ୍ତି। ଏହି ବିଧେୟକକୁ ସମ୍ବିଧାନର ୧୨୯ତମ...
ଜର୍ଜିଆର ଏକ ରେସ୍ତୋରାଁରେ ୧୧ ଭାରତୀୟଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତିରେ କାମ ସାରି ଶୋଇଥିଲେ, ସକାଳୁ ମିଳିଲା ମୃତଦେହ।
ଜର୍ଜିଆର ଗୁଡୌରୀ ପର୍ବତାଞ୍ଚଳର ଏକ ରେସ୍ତୋରାଁରେ ୧୨ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ନାଗରିକ...
ୟୁପିଏସସି ପକ୍ଷରୁ ‘ଏନଡିଏ’ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଡିସେମ୍ବର ୩୦ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ନାସନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ) ଓ ଭାରତୀୟ ନୌସେନା ଏକାଡେମୀ (ଆଇଏନଏ)ରେ ନାମଲେଖା ପାଇଁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୨୦୨୫ ବର୍ଷ ପାଇଁ...
ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ମୂଲ୍ୟହୀନ – ପ୍ରିୟଙ୍କା ଗାନ୍ଧୀ
ମିନତି ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ସମ୍ବିଧାନ ଚର୍ଚ୍ଚାରେ ଭାଗ ନେଇ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କର ଏହି ଭାଷଣକୁ ନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି। ବିଶେଷକରି ପ୍ରଥମ ଥର ପାଇଁ...
ନୂଆ ବର୍ଷରୁ ମହଙ୍ଗା ହେବ କାର୍
ପୁଷ୍ପମିତ୍ର ମହାନ୍ତି
ଆସନ୍ତା ନୂଆ ବର୍ଷରୁ ମହଙ୍ଗା ହେବାକୁ ଯାଉଛି କାର୍। ଆସନ୍ତା ୨୦୨୫ ଜାନୁଆରି ମାସଠାରୁ ଭାରତୀୟ କାର୍ କ୍ରେତାମାନଙ୍କୁ ଅଧିକ ମୂଲ୍ୟ ଦେଇ କାର୍ କିଣିବାକୁ ପଡ଼ିବ। କାରଣ ଗାଡ଼ି ନିର୍ମାତାମାନେ...
ଆଜି ବିଜୟ ଦିବସ: ୧୯୭୧ରେ ହୋଇଥିଲା ପାକିସ୍ତାନ ଉପରେ ଭାରତର ବଡ଼ ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ। ଡିସେମ୍ଵର ୧୬ ତାରିଖରେ ଏହି ଯୁଦ୍ଧରେ ପାକିସ୍ତାନ ଉପରେ ବଡ଼ ବିଜୟ ହାସଲ କରିଥିଲା ଭାରତ। ପରେ ଭାରତ ସହାୟତାରେ ସୃଷ୍ଟି ହୋଇଥିଲା ବାଂଲାଦେଶ।
୧୬ ଡିସେମ୍ଵର, ଭାରତୀୟ ଇତିହାସ ପୃଷ୍ଠାରେ ଏକ ସ୍ଵର୍ଣ୍ଣିମ ଦିନ। ଏହି...
ହ୍ୱାଟ୍ସଆପ୍ ଭିଡିଓ କଲ୍ ଠକାମୀର ଶିକାର ହେଲେ ବେଙ୍ଗାଳୁରୁର ବରିଷ୍ଠ ନାଗରିକ: ହରାଇଲେ ୧.୯୪ କୋଟି
ପୁଷ୍ପମିତ୍ର ମହାନ୍ତି
ହ୍ଵାଟ୍ସଆପ୍ ଭିଡିଓ କଲ୍ ଠକାମୀର ଶିକାର ହୋଇ ବେଙ୍ଗାଳୁରୁର ଜଣେ ବରିଷ୍ଠ ନାଗରିକ ୧.୯୪ କୋଟି ଟଙ୍କା ହରାଇଛନ୍ତି। ଏହି ସାଇବର ଠକେଇର ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ...
ଆଉ ନାହାନ୍ତି ବିଶ୍ଵ ବିଖ୍ୟାତ ତବଲା ବାଦକ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି ବିଶ୍ଵର ପ୍ରଖ୍ୟାତ ତବଲା ବାଦକ ତଥା ସଙ୍ଗୀତଜ୍ଞ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ। ଆମେରିକାର ସାନ୍ ଫ୍ରାନ୍ସିସକୋ ସ୍ଥିତ ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ...





















