National

ଛତିଶଗଡ଼: ନାରାୟଣପୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୫ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଆବୁଜମାଡ଼ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଶନିବାର ହୋଇଥିବା ଏହି ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।...

ଦର୍ଶକଙ୍କ ମନୋରଞ୍ଜନ କଲା ‘ଦ ସାବରମତି ରିପୋର୍ଟ’, କିନ୍ତୁ ଫୋକସ ହରାଇଲା କାହାଣୀ      

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲିଜ୍ ହୋଇଛି ଫିଲ୍ମ ‘ଦ ସାବରତମତୀ ରିପୋର୍ଟ’। ୨୦୦୨ ଫେବ୍ରୁଆରି ୨୭ ତାରିଖରେ ଗୁଜରାଟର ଗୋଧରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସ ଟ୍ରେନ ପୋଡ଼ି ଭଳି ଏକ ହୃଦୟ ବିଦାରକ ଘଟଣା ଫିଲ୍ମର ପୃଷ୍ଠଭୂମି।...

ମିଡିଆ ସାମ୍ରାଜ୍ୟର ବାଦଶାହ ରାମୋଜୀ ରାଓ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମିଡିଆ ସାମ୍ରାଜ୍ୟର ବାଦଶାହ ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। ରାମୋଜୀ ରାଓ, କେବଳ ଜଣେ ବ୍ୟକ୍ତି ନଥିଲେ, ଥିଲେ ଏକ ଅନୁଷ୍ଠାନ। ଗଣମାଧ୍ୟମ କ୍ଷେତ୍ରରେ ଆସିଥିବା...

ବାହାରିନରେ ବୋଇତ ବନ୍ଦାଣ କଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାହାରିନ ପ୍ରବାସୀ ଓଡ଼ିଆଙ୍କ ଦ୍ଵାରା ଆୟୋଜିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ୱରୂପ ଏହି ପର୍ବକୁ ପାରମ୍ପରିକ ରୀତିନୀତି ସହିତ...

ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ହେବ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତରେ ସେ ସିଙ୍ଗାପୁରରେ ଏକାଧିକ ଶିଳ୍ପପତି ଓ ନିବେଶକଙ୍କ ସହ ସାକ୍ଷାତ କରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଏଠାରେ ଆଲୋଚନା...

ବାରାଣାସୀରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ କଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ଆଧ୍ୟତ୍ମିକ ନଗରୀ ବାରାଣାସୀରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ଵାରା ପାଳିତ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା। ବାରାଣାସୀ ଉତ୍କଳ ସମାଜ ପକ୍ଷରୁ ଓଡ଼ିଶାର ଗୌରବମୟ ଇତିହାସ ଓ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ...

କାର୍ତ୍ତିକ ପୂର୍ଣ୍ଣିମା: ଆଇଆଇଟି ଧାନବାଦରେ ଡଙ୍ଗା ଭସାଇଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡର ଧାନବାଦରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ଵାରା ପାଳିତ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ଆଇଆଇଟି ଧାନବାଦରେ ଓଡ଼ିଶାର ଗୌରବମୟ ଇତିହାସ ଓ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ ବୋଇତ ବନ୍ଦାଣ...

ଟ୍ରମ୍ପଙ୍କ କ୍ୟାବିନେଟରେ ୨ ହିନ୍ଦୁ: ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବେ ବିବେକ ରାମସ୍ୱାମୀ ଓ ତୁଳସୀ ଗାବାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୫ ଜାନୁଆରୀ ମାସରେ ଶପଥ ନେବାଙ୍କୁ ଯାଉଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ନିଜ ଦ୍ୱିତୀୟ ପାଳିର କ୍ୟାବିନେଟ ଗଠନରେ ଲାଗିଛନ୍ତି ଟ୍ରମ୍ପ। କେଉଁମାନେ ତାଙ୍କ କ୍ୟାବିନେଟରେ...

ନୂଆଦିଲ୍ଲୀର ହାଉଜଖାସ ଶ୍ରୀଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ        

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ...

ଆଦିବାସୀ ଜନନାୟକ ବିର୍ସା ମୁଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦିବାସୀ ଜନନାୟକ ବିର୍ସା ମୁଣ୍ଡା। ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ଜଣେ ପରିଚିତ ନାଁ। ଆଜି ସେହି ବୀରପୁତ୍ରଙ୍କ ଜୟନ୍ତୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। ବିର୍ସା ମୁଣ୍ଡା, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଇତିହାସରେ...