ଧାରା ୩୭୦ ପ୍ରସଙ୍ଗରେ ଜମ୍ମୁ କଶ୍ମୀର ବିଧାନସଭାରେ ହଙ୍ଗାମା: ମୁହାଁମୁହିଁ ଶାସକ-ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀର ବିଧାନସଭାରେ ଗୁରୁବାର ଜୋରଦାର ହଙ୍ଗାମା ହୋଇଛି। ଧାରା ୩୭୦ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଏବଂ ବିରୋଧୀ। ଉଭୟ ପକ୍ଷର ନେତାଙ୍କ ମଧ୍ୟରେ ଠେଲାପେଲା, ଧକ୍କା ମରାମରି...
ସଲମାନଙ୍କ ପରେ ଟାର୍ଗେଟରେ ଶାହରୁଖ ଖାନ: ମିଳିଲା ହତ୍ୟା ଧମକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସଙ୍କଟରେ ବଲିଉଡ ସୁପରଷ୍ଟାର। ସଲମାନ ଖାନଙ୍କ ପରେ ଏବେ ଟାର୍ଗେଟରେ ବଲିଉଡ ବାଦଶାହ ଶାହାରୁଖ ଖାନ। ଏକ ଅଜଣା ନମ୍ବରରୁ ଶାହରୁଖ ଖାନଙ୍କ ନିକଟକୁ ଆସିଛି ହତ୍ୟା ଧମକ। ଏହି ଖବର...
ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି: ଛୁଟିଲା ଶୁଭେଚ୍ଛାର ସୁଅ
ମିନତି ମିଶ୍ର
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସମସ୍ତଙ୍କୁ ଚମକାଇ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିଛନ୍ତି ଟ୍ରମ୍ପ। ସେ ଡେମୋକ୍ରାଟିକ ପ୍ରାର୍ଥୀ କମଳା...
ଗଜପତି ମହାରାଜାଙ୍କ ବିରୋଧ ପରେ ନରମିଲା ଇସ୍କନ: ହେବନି ଅଦିନିଆ ରଥଯାତ୍ରା
ମିନତି ମିଶ୍ର
ଗଜପତି ମହାରାଜାଙ୍କ ବିରୋଧ ପରେ ନରମିଲା ଇସ୍କନ। ବନ୍ଦ କଲା ଅଦିନିଆ ରଥଯାତ୍ରା ଯୋଜାନା। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନର ମନମାନିକୁ ନେଇ ବର୍ଷିବା ପରେ ରଥଯାତ୍ରା କରାଯିବ...
ଭାରତରେ ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ହାଲୁକା ଯାନ (ଏଲଏମଭି) ପାଇଁ ଲାଇସେନ୍ସ ପାଇଥିବା ଚାଳକ ଭାରୀ ଯାନ ମଧ୍ୟ ଚଳାଇପାରିବେ। ଏନେଇ ବୁଧବାର ରାୟ...
ସବୁ ବ୍ୟକ୍ତିଗତ ସମ୍ପତ୍ତିକୁ ସରକାର ଅଧିଗ୍ରହଣ କରିପାରିବେ ନାହିଁ – ସୁପ୍ରିମକୋର୍ଟ
ମିନତି ମିଶ୍ର
ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ସମ୍ପତ୍ତି ଉପରେ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସବୁ ବ୍ୟକ୍ତିଗତ ସମ୍ପତ୍ତିକୁ ସରକାର ସାର୍ବଜନୀନ ହିତ ପାଇଁ ନିଜ ଅଧୀନକୁ ନେଇ ପାରିବ ନାହିଁ ବୋଲି କହିଛନ୍ତି...
ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ପଦ୍ମ ଭୂଷଣ ଡକ୍ଟର ଶାରଦା ସିହ୍ନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ପଦ୍ମ ଭୂଷଣ ଡକ୍ଟର ଶାରଦା ସିହ୍ନା। ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ...
ଡୋନାଲ୍ଡ ଟ୍ରମ୍ପ: ଆମେରିକାର ୪୭ତମ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନରେ ବର୍ତ୍ତମାନ ସୁଦ୍ଧା...
ଆମେରିକା: ହ୍ୱାଇଟ ହାଉସ ଲଢ଼େଇରେ ଆଗରେ ଟ୍ରମ୍ପ, ପଛରେ ହ୍ୟାରିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ସରି ଯାଇଛି ମତଦାନ। ବୁଧବାର ଚାଲିଛି ଭୋଟ ଗଣତି। ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ, ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୪୮ଟି ଆସନ...
ଭୁବନେଶ୍ୱରରେ ନଭେମ୍ବର ୧୦ରୁ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=jSxmp9D2_CA
ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ’।
ଭୁବନେଶ୍ୱରରେ ନଭେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ...





















