National

ବିଶ୍ଵ ଷ୍ଟ୍ରୋକ୍ ଦିବସ ଅବସରରେ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ – ‘ଷ୍ଟ୍ରୋକ୍ ମୁକ୍ତ ଜୀବନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୨୯ରୁ ନଭେମ୍ବର ୭ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ। ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ...

ଆଜି ‘ଧନତେରସ୍‌’: ସୁନା ଗହଣା ଦୋକାନରେ ଜମିବ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧନ ତ୍ରୟୋଦଶୀରେ ପାଳିତ ହେଉଛି ‘ଧନତେରସ୍‌’। ଏହାକୁ ଧନ ଓ ସମ୍ପଦର ଉତ୍ସବ ବୋଲି କୁହାଯାଏ। ଏହି ଦିନ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀ ପୂଜା ପାଆନ୍ତି। ଆଜିର ଦିନରେ...

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜମୁଛି ପ୍ରଚାର: ଶେଷ ପର୍ଯ୍ୟାୟରେ କିଏ ମାରିବ ବାଜି?

ମିନତି ମିଶ୍ର ପାଖେଇ ଆସୁଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ଆଉ ୮ ଦିନର ଅପେକ୍ଷା। ନଭେମ୍ବର ୫ ତାରିଖରେ ନିଜର ନୂଆ ରାଷ୍ଟ୍ରପତି ବାଛିବା ପାଇଁ ଭୋଟ୍ ଦେବେ ଆମେରିକାବାସୀ। ଏଥିପାଇଁ ଶେଷ ପର୍ଯ୍ୟାୟରେ...

ଭାରତରେ ୨୦୨୫ରୁ ଆରମ୍ଭ ହେବ ଜନଗଣନା!

ମିନତି ମିଶ୍ର ପ୍ରତି ୧୦ ବର୍ଷରେ ହେଉଥିବା ଜନଗଣନାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆସନ୍ତା ୨୦୨୫ ମସିହାରୁ ଭାରତରେ ଆରମ୍ଭ ହେବ ଜନଗଣନା ପ୍ରକ୍ରିୟା। ଏହି ପ୍ରକ୍ରିୟା ଆସନ୍ତା...

ହକି ଇଣ୍ଡିଆ ଲିଗ୍: ଓଡ଼ିଶାର ପୁରୁଷ ଓ ମହିଳା ଦଳରେ ଖେଳିବେନି ରାଜ୍ୟର ତାରକା ଖେଳାଳି

ସତୀଶ ଶର୍ମା ୮ ବର୍ଷର ଅପେକ୍ଷା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ଚଳିତ ସିଜିନରେ ଏହି ପ୍ରତିଯୋଗିତାରେ ୮ଟି ପୁରୁଷ ଓ ୪ଟି ମହିଳା ଦଳ ଅଂଶଗ୍ରହଣ କରିବେ। ଏଥିରେ...

କେଉଁମାନେ ହେବେ ରତନ ଟାଟାଙ୍କ ୧୦ ହଜାର କୋଟି ଟଙ୍କା ସମ୍ପତ୍ତିର ଉତ୍ତରାଧିକାରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଚର୍ଚ୍ଚାର ଏବେ ଅବସାନ ଘଟିଛି। ରତନ ଟାଟା ଛାଡ଼ି ଯାଇଥିବା ୧୦ ହଜାର କୋଟି...

ପୁଣେ: ଦ୍ଵିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୧୧୩ ରନରେ ବିଜୟୀ, ୧୨ ବର୍ଷ ପରେ ଘରୋଇ ମାଟିରେ ସିରିଜ୍ ହାରିଲା...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣେରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୧୩ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ୨-୦ରେ ଅଗ୍ରଣୀ ହୋଇ ସିରିଜ୍ କବ୍ଜା କରିଛି ନ୍ୟୁଜିଲାଣ୍ଡ। ଏହାପୂର୍ବରୁ...

୧୮୦ ବର୍ଷରୁ ଆମେରିକାରେ ନଭେମ୍ବର ପ୍ରଥମ ମଙ୍ଗଳବାରରେ ହୋଇଆସୁଛି ରାଷ୍ଟ୍ରପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ନଭେମ୍ବର ୫ ତାରିଖ ମଙ୍ଗଳବାର ଦିନ ଏଠାରେ ହେବ ମତଦାନ ହେବେ। ଆମେରିକାରେ ନଭେମ୍ବର ମାସର ପ୍ରଥମ ମଙ୍ଗଳବାର ହିଁ ରାଷ୍ଟ୍ରପତି ନିର୍ବାଚନ ପାଇଁ...

ଇସ୍ରାଏଲର ପ୍ରତିଶୋଧ: ଇରାନରେ ଘନ ଘନ ବୋମା ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ନିଦରେ ଶୋଇ ଯାଇଥିଲା ସାରା ଇରାନ। ଇସ୍ରାଏଲ ପ୍ରସ୍ତୁତ କରୁଥିଲା ପ୍ରତିଶୋଧର ଯୋଜନା। ଶନିବାର ଭୋର ସମୟରେ ଇରାନର ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରିଛି ଇସ୍ରାଏଲର ବାୟୁସେନା। ଶତାଧିକ ଯୁଦ୍ଧ ବିମାନ...

ଝାଡ଼ଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଜାରି ହୋଇଛି ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା। ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ...