ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ନୋଟବନ୍ଦୀ ଓ ଜିଏସଟିକୁ ମନମୋହନ ସିଂହଙ୍କ କଡ଼ା ସମାଲୋଚନା, ମୋଦିଙ୍କୁ କହିଲେ ଭୋଟ ପାଇଁ ସମ୍ମାନଜନକ ରାସ୍ତା ଖୋଜ।

୨. ଉତ୍ତରପ୍ରଦେଶ ପୌର ନିର୍ବାଚନ ପରେ ବିରୋଧୀ ଦଳଙ୍କ ଦାବି ଭବିଷ୍ୟତ ନିର୍ବାଚନ ବ୍ୟାଲଟ ପେପରରେ ହେଉ।

୩. ଇନ୍‌ଫୋସିସର ସିଇଓ ଏବଂ ଏମଡ଼ି ଭାବରେ ସଲିଳ ପାରେଖଙ୍କ ନିଯୁକ୍ତି।

୪. ‘ଓଖି’ ଘୁର୍ଣ୍ଣିବାତ୍ୟାରୁ ବର୍ତ୍ତି ଯାଇଥିବା ମତ୍ସ୍ୟଜୀବୀ କହିଲେ ଫିଲ୍ମରେ ବି ଏମିତି ଭୟଙ୍କର ରୂପ ଦେଖିବାକୁ ମିଳିବନି।

୫. ଆନ୍ଧ୍ର ବିଧାନସଭାରେ ‘କାପୁ’ ମାନଙ୍କ ପାଇଁ ୫ ପ୍ରତିଶତ ବିଲ ଗୃହୀତ,କେନ୍ଦ୍ରର ମଞ୍ଜୁରୀ ଅପେକ୍ଷାରେ।

୬. ଜିଡ଼ିପି ହାରରେ ଅଭିବୃଦ୍ଧିକୁ ଅମିତ ଶାହା କହିଲେ ଭାରତକୁ ଆଉ କେହି ଅଟକାଇ ପାରିବେ ନାହିଁ।

୭.ପଦ୍ମାବତୀ ବିବାଦ: ହତ୍ୟା ଧମକ ଦେଇଥିବା ଲୋକଙ୍କୁ ସମାଲୋଚନା କଲେ ଜୁହି ଚାୱଲା।

୮. ପୁଣି ଚନ୍ଦ୍ରକୁ ଯିବ ଯାନ: ୨୦୧୮ରେ ଇସ୍ରୋର ଚନ୍ଦ୍ରାୟନ-୨ ପାଇଁ ପ୍ରସ୍ତୁତି ଆରମ୍ଭ।

୯. କଂଗ୍ରେସକୁ ରାଜନାଥ ସିଂହଙ୍କ ପ୍ରଶ୍ନ: ଯଦି ଜିଏସଟିକୁ କହୁଛ ଗବର ସିଂହ ଟ୍ୟାକ୍ସ, ସଂସଦରେ କେମିତି ସମର୍ଥନ କଲ?

୧୦. ହୋଟେଲ ସ୍କାମରେ ରାବଡ଼ି ଦେବୀଙ୍କୁ ଇଡ଼ି ପକ୍ଷରୁ ୬ ଘଣ୍ଟା ଧରି ମାରାଥନ ଜେରା।

Comment