ଓଡ଼ିଶାଲାଇଭ୍ ବ୍ୟୁରୋ
୧.ଲୋକସଭାରେ ଐତିହାସିକ ତିନ ତଲାକ୍ ବିଲ ଗୃହିତ,ତିନି ଥର ତଲାକ କହିଲେ ୩ ବର୍ଷ ଜେଲ।
୨.ସୁପରସୋନିକ୍ ଇଣ୍ଟେରସେପ୍ଟର୍ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ,ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ମାଇଲଖୁଣ୍ଟ।
୩. ଚୀନର ବଦମାସୀ ଉପରେ ନଜର ରଖିବା ପାଇଁ ଲଦାଖରେ ଓଟ ଉପରେ ବୁଲିବେ ଭାରତୀୟ ସେନାର ଯବାନ।
୪. ସମୁଦ୍ର କୂଳରେ ଆବର୍ଜନା କୁଢ଼କୁଢ଼,ଵାଲି ଦ୍ୱିପରେ ଜରୁରିକାଳୀନ ପରିସ୍ଥିତି ଜାରି।
୫. କୁମାର ବିଶ୍ୱାସଙ୍କୁ ରାଜ୍ୟସଭା ପଠାଇବା ପାଇଁ ସମର୍ଥକଙ୍କ ଆମ ଆଦମୀ ପାର୍ଟି ଅଫିସ ସାମ୍ନାରେ ଡେରା।
୬. ଜମ୍ମୁ-କାଶ୍ମୀର: ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ପାଟିରୁ କଥା ଖସିଲା,ଶପଥ ଗ୍ରହଣ ବେଳେ ଗଡକୁ କହିଲେ ଡଗ୍
୭. ଡେ଼ରି ସମୟ ପର୍ଯ୍ୟନ୍ତ ପତ୍ନୀ ଶୋଇ ପଡ଼ିଲେ ,ଏହି କାରଣରୁ ଉତ୍ତର ପ୍ରଦେଶ ରାମପୁରର ଜଣେ ବ୍ୟକ୍ତି ତିନ ତଲାକ କହି ଛାଡ଼ପତ୍ର ଦେଲେ।
୮. ପେଟ୍ରୋଲରେ ମିଶା ଯିବ ୧୫ ପ୍ରତିଶତ ମେଥାନୋଲ, ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କ ଘୋଷଣା।
୯. ରୋଷେଇ ଗ୍ୟାସ ବ୍ୟବହାର କରୁଛନ୍ତି? ଖୁସି ଖବର, ଏଣିକି ପ୍ରତି ମାସରେ ଆଉ ବଢିବ ନାହିଁ ଗ୍ୟାସ ସିଲିଣ୍ଡର ଦାମ୍
୧୦. ପଦ୍ମାବତୀର ନିର୍ମାତା ଭନ୍ସାଲି ରାଜି ହେଲେ, ରିଲିଜ ପୂର୍ବରୁ ଏକ ଗୋଷ୍ଠୀ ଏହି ଫିଲ୍ମକୁ ଦେଖିବେ। ଏଥିରେ ଅଛନ୍ତି ମେୱାର ରାଜ ପରିବାରର ସଦସ୍ୟ।

















