ଓଡ଼ିଶାଲାଇଭ୍ ବ୍ୟୁରୋ

ବେଆଇନଭାବେ ଗହୀରମଥାରେ ମାଛମାରୁଥିବା ଅଭିଯୋଗରେ ବନବିଭାଗ ୧୬ମତ୍ସ୍ୟଜୀବୀଙ୍କୁ ବାବୁବାଲି ଦୀପନିକଟରୁ ଗିରଫ କରିଛି। ଗିରଫ ମତ୍ସ୍ୟଜୀବୀମାନେ ପାରାଦୀପ ଓ ଜଗତସିଂହପୁର ଅଞ୍ଚଳର ବୋଲି ବନବିଭାଗ କହିଛି। ବିରଳ ଅଭିଲ ରିଡଲେ କଇଁଚ୍ଛଙ୍କ ସମୂହ ଅଣ୍ଡାଦାନ ପାଇଁ ପ୍ରତିବର୍ଷ ନଭେମ୍ବରରୁ ମେ’ମାସ ପର୍ଯ୍ୟନ୍ତ ଗହୀରମଥାରେ ମାଛଧରିବା ଉପରେ କଟକଣା ଜାରି କରାଯାଇଛି। ଗତବର୍ଷ ୬.୦୪ଲକ୍ଷ କଇଁଚ୍ଛ ଗହୀରମଥାରେ ଅଣ୍ଡା ଦେଇଥିଲେ ବୋଲତି ବନବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here