ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ପାକିସ୍ତାନ:ସାତ ବର୍ଷର ବାଳିକାକୁ ଧର୍ଷଣ ଓ ହତ୍ୟା  ବିରୋଧରେ ନ୍ୟୁଜ୍ ଆଙ୍କର କୋଳରେ ଝିଅକୁ ଧରି ପଢିଲେ ଖବର।
୨. ଆତଙ୍କବାଦୀ ଆଖ୍ୟା ଦେବା ପରେ ଆରଏସ୍‌ଏସ୍‌କୁ  ‘ହିନ୍ଦୁ ଉଗ୍ରବାଦୀ’ ସଙ୍ଗଠନ  କହିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା।
୩. ନୂଆ ବର୍ଷରେ ଇସ୍ରୋ କରିବ ରେକର୍ଡ, ଆସନ୍ତାକାଲି ଏକା ଥରକେ ଛାଡିବ ୧୩ଟି ଉପଗ୍ରହ।
୪. ଲାମ୍ବୋର୍ଗିନି କାର କମ୍ପାନି  ବଜାରକୁ ଛାଡିଲା ‘ଉରୁସ୍’,ଦାମ ୩ କୋଟି
୫. ନେଭି ଅଫିସରଙ୍କ ଉପରେ ବର୍ଷିଲେ ଗଡ଼କରୀ,କହିଲେ ଦକ୍ଷିଣ ମୁମ୍ବାଇରେ ଏକ ଇଞ୍ଚ ଜମି ବି ଦିଆଯିବ ନାହିଁ।
୬. ସୁପ୍ରିମ କୋର୍ଟକୁ ମିଳିବେ ଆଉ ଦୁଇ ଜଣ ବିଚାରପତି,କଲେଜିୟମ୍ ସୁପାରିଶ କଲା।
୭. ଭାରତ ସରକାର  ମାନିଲେ ପାକିସ୍ତାନ ଯାଞ୍ଚ ଏଜେନ୍ସି ସହିତ ଡୋଭାଲଙ୍କ ବୈଠକ ବସିଥିଲା, କହିଲେ ଆତଙ୍କବାଦକୁ ନେଇ କଥାବାର୍ତ୍ତା ଚାଲିବ।
୮. ଗ୍ୟାଙ୍ଗଷ୍ଟାର ଧମକ ପରେ ସଲମାନ ଖାଁ ଙ୍କ ସୁରକ୍ଷା ବଢ଼ିଲା,ରେସ୍-୩ ଫିଲ୍ମ ସୁଟିଂ ବନ୍ଦ।
୯. ‘ତୁମହାରି ସୁଲୁ’ ରେ ସଧାରଣ ଗୃହିଣୀ ଭୂମିକାରେ ଅଭିନୟ କରିବା ପରେ ଇନ୍ଦିରା ଗାନ୍ଧି ବନିବେ ବିଦ୍ୟା ବାଲାନ୍।
୧୦. ଭାରତକୁ ସ୍ଵଛ କରିବା ପାଇଁ ଗୋଡ଼ କାଢ଼ିଲେ କାଜୋଲ, ଅଭିଯାନର ନାମ ‘ସ୍ଵଛ ଆଦତ, ସ୍ଵଛ ଭାରତ’।

LEAVE A REPLY

Please enter your comment!
Please enter your name here