ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ଡୋକଲାମ୍ ଗମ୍ଭୀର ସମସ୍ୟା ନୁହେଁ, ସେନା ଯେକୌଣସି ସ୍ଥିତିର ସାମ୍ନା କରି ପାରିବ କହିଲେ ସେନା ମୁଖ୍ୟ ବିପିନ ରାୱାତ।

୨. ତୋଗାଡ଼ିଆ ଏବେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ, ସଂଜୟ ଯୋଶୀଙ୍କ ସିଡ଼ିକୁ ବି କହିଲେ ଷଡ଼ଯନ୍ତ୍ର।

୩. ଫେବୃଆରୀ ୨୧ ତାରିଖରେ ଅଭିନେତା କମଲ ହାସନ୍ ଘୋଷଣା କରିବେ ତାଙ୍କ ନୂଆ ଦଳର ନାମ।

୪. ଲଢ଼େଇ ବିମାନରେ ବସି ଭାରତର ପ୍ରତିରକ୍ଷା ଶକ୍ତିର ତଦାରଖ କଲେ ସୀତାରମଣ, ଏହା କରିବାରେ ସେ ହେଲେ ପ୍ରଥମ ମହିଳା ରକ୍ଷାମନ୍ତ୍ରୀ।

୫. ଦିଲ୍ଲୀ: ଶ୍ରେଣୀରେ ଛୁଆ ପାଠ ପଢ଼ୁଛନ୍ତି ନା ବଦମାସୀ କରୁଛନ୍ତି ବାପା ମା’ ଏବେ ଘରେ ବସି ଲାଇଭ ଦେଖି ପାରିବେ।

୬. ବଜେଟ ପୂର୍ବରୁ ମହାସେଲର ଧମାକା: ବିଗ୍ ବଜ଼ାର୍, ଫ୍ଲିପକାର୍ଟ ଓ ଅମାଜନରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼।

୭.ନୋଟବନ୍ଦୀ ପରେ ଆସୁଛି ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ବ୍ୟାଙ୍କର ଭାଗ୍ୟ ପୂରା ବଦଳିବ।

୮. କାନପୁର: ପୋଲିସ ଷ୍ଟେସନରେ ରାତିସାରା ଗଣା ହେଲା ୧୦୦ କୋଟି ଟଙ୍କାର ପୁରୁଣା ନୋଟ,ଅଭିଯୁକ୍ତ ଗିରଫ।

୯. ରାଜସ୍ଥାନର ଗୃହମନ୍ତ୍ରୀ କଟାରିଆ କହିଲେ ତୋଗାଡ଼ିଆଙ୍କୁ ଗିରଫ କରିବା ପାଇଁ ପୋଲିସ ଗୁଜରାଟରେ କେମିତି ପହଞ୍ଚିଲା ସେ କଥା ସେ ଜାଣି ନାହାଁନ୍ତି।

୧୦. ଗୁରୁବାର ଦିନ ବିବାଦରେ ଫସିଥିବା ପଦ୍ମାଵତ ଫିଲ୍ମ ମାମଲାର ଶୁଣାଣି କରିବେ ନିଜେ ପ୍ରଧାନ ବିଚାରପତି ଦୀପକ ମିଶ୍ର।

Comment