ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଏହି ତାଲିକା ଜାରି କରାଯାଇଛି।

କଟକ ନଗର – ମହମ୍ମଦ ମୋକିମ
କଟକ – ଗୁରୁପଦ ନନ୍ଦ
ଭୁବନେଶ୍ୱର – ମାନସ ଚୌଧୁରୀ
ନୂଆପଡ଼ା – ଘାସିରାମ ମାଝୀ
କେନ୍ଦ୍ରାପଡା – ଚିନ୍ମୟ ବେହୁରା
ଗଞ୍ଜାମ – ତ୍ରିନାଥ ବେହେରା
ଖୋର୍ଦ୍ଧା – ସୁରେଶ ରାଉତରାୟ
ଜଗତସିଂହପୁର – ନଟବର ବାରିକ
ବାଲେଶ୍ଵର – ଶରତ ରାଜ୍
ନୟାଗଡ଼ – ରଞ୍ଜିତ ଦାସ
ସୁବର୍ଣ୍ଣପୁର – ଶଙ୍କର ଦାସ
ସୁନ୍ଦରଗଡ଼ – ବେଣୁମାଧବ ତ୍ରିପାଠୀ
ବଲାଙ୍ଗୀର – ଦିଲ୍ଲୀପ କୁମାର ବେହେରା

ନବରଙ୍ଗପୁର – ମନୋରଞ୍ଜନ ତ୍ରିପାଠୀ

ବରଗଡ଼ – ସତ୍ୟଭୂଷଣ ସାହୁ
ମୟୁରଭଞ୍ଜ – ହେମନ୍ତ ଦାସ
ପୁରୀ – ସତ୍ୟବ୍ରତ ପାତ୍ର
ରାୟଗଡା – ଦୁର୍ଗାପ୍ରସାଦ ପଣ୍ଡା
ଦେବଗଡ଼ – ଉମାକାନ୍ତ ସାହୁ
ସମ୍ବଲପୁର – ଅଶ୍ୱିନୀ ଗୁରୁ
ଭଦ୍ରକ – ଅଶୋକ ଦାସ
କନ୍ଧମାଳ – ବରୁଣ ଭୋଇ
ଅନୁଗୁଳ – ବିପ୍ଳବ ଜେନା
ରାଉରକେଲା – ରବି ରାୟ
ଯାଜପୁର – ମନୋଜ ରାଉତ
ବୌଦ୍ଧ – ସୁଧୀର ମହାକୁଡ଼
ଝାରସୁଗୁଡା – ଗିରିଶ ରଞ୍ଜନ ପଣ୍ଡା
ଢେଙ୍କାନାଳ – ସୁରେଶ ପାଣିଗ୍ରାହୀ
କଳାହାଣ୍ଡି – ଭାରତ ବେମାଲ
କେନ୍ଦୁଝର – ମୋହନ ପରିଡା
ମାଲକାନଗିରି – ଗୋବିନ୍ଦ ଚନ୍ଦ୍ର ପାତ୍ର

LEAVE A REPLY

Please enter your comment!
Please enter your name here