ଓଡ଼ିଶାଲାଇଭ୍ ବ୍ୟୁରୋ

୮ ଜାନୁଆରି ୨୦୨୧ 

  • ଲାଞ୍ଚ ନେବା ଅଭିଯୋଗରେ ନୂଆପଡା ଶ୍ରମ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ
  • ଘନ କୁହୁଡ଼ି ସତର୍କତା ସୂଚନା,ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବା ପାଇଁ ଏସଆରସିଙ୍କ ପରାମର୍ଶ
  • ଆସନ୍ତା ସପ୍ତାହରେ ଖୋଲିବ ରାଜ୍ୟର ସମସ୍ତ ଇଂଜିନିୟରିଂ କଲେଜ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନ
  • ପୋଲିସ ଡିଜିଙ୍କୁ ସତର ଜଣ ବିଜେପି କର୍ମୀଙ୍କ ହତ୍ୟା ଘଟଣାର ଷ୍ଟେଟସ ରିପୋର୍ଟ ମାଗିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
  • କନ୍ଧମାଳ ଜିଲ୍ଲାରେ ମାଓବାଦୀ କ୍ୟାମ୍ପ ଉପରେ ଚଢ଼ାଉ,ମିଳିଲା ବିଭିନ୍ନ ପ୍ରକାର ମାରଣାସ୍ତ୍ର
  • କରୋନା ଟିକାକୁ ନେଇ ସୃଷ୍ଟି ହୋଇଥିବା ଗୁଜବକୁ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ସିବିକେ ମହାନ୍ତି
  • ବାଲେଶ୍ୱର ରେଳ ଷ୍ଟେସନ ଆଧୁନିକୀକରଣ ପାଇଁ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ
  • ଭୋକିଲା-ମୁକ୍ତ ଓଡ଼ିଶା ପାଇଁ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଆରମ୍ଭ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଯେଉଁମାନେ ସାଇବର ଅପରାଧର ଶିକାର ହେଉଛନ୍ତି ସେମାନଙ୍କ ପାଇଁ କମିସନରେଟ ପୋଲିସ ଜାରି କଲା ନମ୍ବର ୭୪୪୦୦୦୬୭୦୯
  • ଆସନ୍ତା ସପ୍ତାହଠାରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରବେଶ ପାଇଁ ଆଉ ଦରକାର ହେବନାହିଁ କରୋନା ନେଗେଟିଭ ରିପୋର୍ଟ

Comment