ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମଛୁଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ସ୍କୁଲ ଛୁଟିକୁ ଆଉ ୩ଦିନ ବଢ଼ାଇ ଦିଆଯାଇଛି। ଫଳରେ ୧୮ତାରିଖରେ ସ୍କୁଲ ଖୋଲିଯିବାକୁ ଥିବାବେଳେ ଏବେ ରାଜ୍ୟର ସମସ୍ତ ସ୍କୁଲ ୨୧ରେ ଖୋଲିବ।

ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ପ୍ରଦିପ୍ତ ମହାପାତ୍ର।

 

Comment