ଓଡ଼ିଶାଲାଇଭ୍ ବ୍ୟୁରୋ
୧. ବିଜୟ ମାଲ୍ୟା କହିଲେ ବ୍ୟାଙ୍କ ଋଣ ଖିଲାପିର ପୋଷ୍ଟର ବୟ କରିଦିଆଯାଇଛି ମତେ।
୨. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ପ୍ରତି ବିପଦ,ଏଣିକି ଆଉ କୌଣସି ରୋଡ ସୋ ହେବନି।
୩. ମୋଦିଙ୍କ ସୁରକ୍ଷା ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି ହେଲା,ଏପରିକି ମନ୍ତ୍ରୀ ଓ ଅଫିସର ମଧ୍ୟ ତାଙ୍କ ନିକଟକୁ ଯାଇ ପାରିବେ ନାହିଁ।
୪.କର୍ଣ୍ଣାଟକ: ବିଜେପି କହିଲା କୁମାରସ୍ୱାମୀ ସରକାରକୁ ପଲଟେଇବାରେ ଆମର କୌଣସି ଆଗ୍ରହ ନାହିଁ।
୫. କେନ୍ଦ୍ର ସରକାରଙ୍କ ଫଇସଲା: କର୍ମଚାରୀଙ୍କୁ ମିଳିବ ନାହିଁ ଓଭରଟାଇମ ଭତ୍ତା।
୬. ନିତିନ ଗଡ଼କାରୀ ଓ ଶରଦ ପାୱାରଙ୍କ ମଧ୍ୟରେ ଭେଟ, ୨୦୧୯ରେ ହେବ ବିଜେପି-ଏନସିପି ମେଣ୍ଟ?
୭. ଇପିଏଫଓର ନିଷ୍ପତ୍ତି: ଚାକିରୀ ଛାଡ଼ିବାର ଗୋଟିଏ ମାସ ପରେ ପିଏଫ ଉଠାଇପାରିବେ।
୮. ଜିଏସଟିର ସଫଳତା: ଭାଟ ଯୁଗରେ ହେଉଥିବା ଟିକସ ଫାଙ୍କି ପୂରା ବନ୍ଦ।
୯. ବିହାରରେ ପୁଣି ଆଶ୍ଚର୍ଯ୍ୟ: ଗୋଟିଏ ସ୍କୁଲର ୧୬ ଛାତ୍ରଛାତ୍ରୀ ଟପ ୧୦ରେ।
୧୦. ଫିଲିଇପାଇନ୍ସର ରାଷ୍ଟ୍ରପତି ଈଶ୍ୱରଙ୍କୁ କହିଲେ ‘ମୂର୍ଖ’।


















