ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିର ଦୁଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁସବ୍ୟସାଚୀ ନାୟକଙ୍କୁ ସିବିଆଇ ପୁଣିଥରେ ନୋଟିସ କରିପାରେ।

ଚିଟଫଣ୍ଡ ଲିଙ୍କରେ ସିବିଆଇ ପୂର୍ବରୁ ଉଭୟଙ୍କୁ ନୋଟିସ କରିଥିଲା ହାଜର ହେବା ଲାଗି, ମାତ୍ର ସେମାନେ ହାଜର ହୋଇନଥିବାରୁ ସେମାନଙ୍କୁ ସିବିଆଇ ପୁଣିଥରେ ନୋଟିସ କରିପାରେ ବୋଲି ସୂଚନା ମିଳିଛି।

ଗତ ଦୁଇଦିନ ତଳେ ଉଭୟଙ୍କୁ ସିବିଆଇରେ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ନୋଟିସ କରାଯାଇଥିବା ଜାତୀୟ ଖବର ସରବରାହ ସଂସ୍ଥା (ଏ.ଏନ.ଆଇ.) ପକ୍ଷରୁ ଜଣାପଡ଼ିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାକୁ ଲାଗିଥିଲା।

LEAVE A REPLY

Please enter your comment!
Please enter your name here