ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଶୁକ୍ରବାର ବିଳମ୍ବିତ ରାତିରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୫ଟି ଲୋକସଭା ଓ ୨୨ଟି ବିଧାନସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଲୋକସଭା ପ୍ରାର୍ଥୀ

୧)ପୁରୀ: ସମ୍ବିତ ପାତ୍ର

୨)ବରଗଡ଼: ସୁରେଶ ପୂଜାରୀ

୩)କଳାହାଣ୍ଡି: ବସନ୍ତ କୁମାର ପଣ୍ଡା

୪)ସମ୍ବଲପୁର: ନିତେଶ ଗଙ୍ଗଦେବ

୫)କୋରାପୁଟ: ଜୟରାମ ପାଙ୍ଗୀ

 

ବିଧାନସଭା ପ୍ରାର୍ଥୀ

୧)    ଭଟଲି: ଇରାଶିଷ ଆଚାର୍ଯ୍ୟ

୨)    ଦେବଗଡ଼: ସୁବାଷ ପାଣିଗ୍ରାହୀ

୩)    ବୀରମହାରାଜପୁର: ରଘୁନାଥ ଜଗଦଲା

୪)    ସୋନପୁର: ଅଶୋକ ପୂଜାହାରୀ

୫)    ବଲାଙ୍ଗୀର: ଅନନ୍ତ ଦାସ

୬)    ନୂଆପଡା: ହୋମସିଂହ ମାଝି

୭)    ଝରିଗାଁ: ପର୍ଶୁରାମ ମାଝି

୮)    ଡାବୁଗାଁ: ପଦ୍ମନ ନାୟକ

୯)  ଭବାନୀପାଟଣା: ପ୍ରଦୀପ ନାୟକ

୧୦) ଦଶପଲ୍ଲା: ପୂର୍ଣ୍ଣଚନ୍ଦ୍ର ନାୟକ

୧୧) କବିସୂର୍ଯ୍ୟନଗର: ରଂଜନ ପଲାଇ

୧୨) ଛତ୍ରପୁର: ପ୍ରଶାନ୍ତ କର

୧୩) ଆସିକା: ଦେବରାଜ ମହାନ୍ତି

୧୪) ସେରଡା: ନୀଳମଣୀ ବିଶୋୟୀ

୧୫) ଦିଗପହଣ୍ଡି: ପିଙ୍କି ପ୍ରଧାନ

୧୬) ବ୍ରହ୍ମପୁର: କାହ୍ନୁ ପତି

୧୭) ମୋହନା: ପ୍ରଶାନ୍ତ ମଲ୍ଲିକ

୧୮) ଗୁଣପୁର: ଶିଶିର ଗମାଙ୍ଗ

୧୯) ରାୟଗଡ଼ା: ବସନ୍ତ ଉଲ୍ଲାକା

୨୦) ଜୟପୁର: ଗୌତମ ସାମନ୍ତରାୟ

୨୧) କୋରାପୁଟ: ତ୍ରିପୁରା ଗୌଡ଼

୨୨) ଚିତ୍ରକୋଣ୍ଡା: ପଦୁ ମାଝୀ

Comment