ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନିସ୍‌ ବଜମୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ ନିର୍ମିତ ହେଉଥିବା ଫିଲ୍ମ ‘ପାଗଲପନ୍ତୀ’ ନଭେମ୍ବର ୨୨ରେ ରିଲିଜ ହେବା।

ପୂର୍ବରୁ ଏହି  ଫିଲ୍ମ ଡିସେମ୍ବରରେ ରିଲିଜ କରାଯିବାର ଥିଲା। ଫିଲ୍ମମେକର ଏହାର ରିଲିଜ ଡେଟ୍‌ରେ ପରିବର୍ତ୍ତନ କରିଛନ୍ତି। ରବିବାର ଦିନ ଫିଲ୍ମ ମେକର ଏହି ଘୋଷଣା କରିଛନ୍ତି।

ଫିଲ୍ମରେ ଅନିଲ କପୁର, ଜନ୍‌ ଆବ୍ରାହମଳ ଇଲିୟାନା ଡିକ୍ରୁଜ, ଅରଶଦ ଅଭିନୟ କରିଛନ୍ତତି। ଫିଲ୍ମର ସୁଟିଂ ଲଣ୍ଡନରେ ଚାଲିଛି। ଫିଲ୍ମରେ ଅନିଲ କପୁର, ଇଲିୟାନା ଓ ଜନ୍‌ଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

Comment