ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପି ପକ୍ଷରୁ ଆଜି ୩ଲୋକସଭା ଓ ୧୧ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜାଣୁନ୍ତୁ କାହାକୁ କେଉଁଠୁ ଟିକେ ଦେଇଛି ଦଳ।
ମୟୂରଭଞ୍ଜ – ବିଶେଶ୍ୱର ମଲ୍ଲିକ
ଭଦ୍ରକ-ଅଭିମନ୍ୟୁ ସେଠୀ
ଅମୀୟ ମଲ୍ଲିକ – ଯାଜପୁର
୧ – ଆନନ୍ଦପୁର – ଆଲୋକ ସେଠୀ
୨-ନିଳଗିରି – ସୁକାନ୍ତ ନାୟକ
୩-ଆଠଗଡ଼ – ବିଜେନ୍ଦ୍ର ରାୟ
୪-ଆଠମଲ୍ଲିକ – ଭାଗିରଥୀ ପ୍ରଧାନ
୫-ରାଇରଙ୍ଗପୁର – ନବଚରଣ ମାଝୀ
୬-ମୋରଡ଼ା – କୃଷ୍ଣଚନ୍ଦ୍ର ମହାପାତ୍ର
୭-ପାଟକୁରା – ବିଜୟ ମହାପାତ୍ର
୮-ଭୁବନେଶ୍ୱର ଉତ୍ତର- ଅପରାଜିତା ମହାନ୍ତି
୯-ବାଙ୍କି- ଶୁଭ୍ରାଂଶୁ ଶେଖର ପାଢ଼ୀ
୧୦-ପୁରୀ – ଜୟନ୍ତ ଷଡ଼ଙ୍ଗୀ
୧୧-ମହାକାଳପଡ଼ା – ବିଜୟ ପ୍ରଧାନ


















