ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

bjp

ବିଜେପି ଘୋଷଣା କରିଛି ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା।

ଲୋକସଭା

୧. ଜଗତସିଂହପୁର – ବିଭୁ ପ୍ରସାଦ ତରାଇ

ବିଧାନସଭା

୧. କାକଟପୁର – ରବି ମଲ୍ଲିକ

୨. କେନ୍ଦ୍ରପଡ଼ା – ସୁନାକର ବେହେରା

ଶନିବାର କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ବିଜେଡି ତାଙ୍କ ଟିକେଟ୍‌ କାଟି ସୁରେନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିଲେ। ବର୍ତ୍ତମାନ ବିଜେପି କାକଟପୁରରୁ ରବି ମଲ୍ଲିକଙ୍କୁ ଟିକେଟ୍‌ ଦେଇଥିବା ବେଳେ ବିଜେଡି ତା’ର ପ୍ରାର୍ଥୀ ବଦଳାଇବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Comment