ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
୨୦୦୩ରେ ରିଲିଜ ହୋଇିଥିବା ‘ତେରେ ନାମ‘ କୁ ଆଜି ବି ଦର୍ଶକ ପସନ୍ଦ ଆସୁଛିା ଏହି ଫିଲ୍ମ ହିଁ ସଲମାନଙ୍କୁ ରାତାରାତି ଷ୍ଟାର କରିଥିଲା।ଏହି ଫିଲ୍ମ ହିଁ ସଲମାନଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା। ସେହି ସମୟରେ ସଲମାନଙ୍କ ହେୟାରଷ୍ଟାଇଲର କ୍ରେଜ ଦେଖିବାକୁ ମିଳିଥିଲା।
ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣିଥରେ ଏହି ଫିଲ୍ମର ମଜା ନେବେ ଦର୍ଶକା କାରଣ ଏହି ଫିଲ୍ମର ସକ୍ୱେଲ ନିର୍ମିତ ହେବାକୁ ଯାଉଛିା
ସତୀଶ କୌଶିକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବୋ ମିଡିଆ ରିପୋର୍ଟ ଅନୁସାରେ ଏହି ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବା ଫିଲ୍ମର ଟାଇଟଲ ସିକ୍ରେଟ ରହିଛିା
୨୦୦୩ରେ ରିଲିଜ ହୋଇଥିବା ’ତେରେ ନାମ’ରେ ସଲମାନଙ୍କ ସହିତ ଭୂମିକା ଚାଓ୍ୱଲା ନଜର ଆସିଥିଲୋ ଆଗୁକୁ ଆସୁଥିବା ଏହି ଫିଲ୍ମର ସିକ୍ୱେଲରେ କେଉଁ କଳାକାର ଆସିବେ ତାହା ଜଣାପଡ଼ିନି।


















