ଓଡ଼ିଶାଲାଇଭ ବ୍ୟୁରୋ

ମେ’୩ ରାଜ୍ୟରେ ସାମୁଦ୍ରିକ ଝଡ଼ ‘ଫନି’ ରାଜ୍ୟରେ ତାଣ୍ଡବ ରଚିଥିଲା। ତା’ପରଠୁ ରାଜ୍ୟରେ ତାପମାତ୍ରା ଅହେତୁକ ଭାବି ବଢ଼ିଛିା

ରାଜ୍ୟରେ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଲାଣି। ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଖରା ପ୍ରଭାବରେ ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି। ତେବେ ଏହି ତାତି ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହଯାଇଛିା

ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟରେ ଟାଣ ଖରା ଲାଗି ରହିବା  ଏଥିସହିତ ରାଜ୍ୟର ୬ଟି ଜିଲ୍ଲା ପାଇଁ ରେଡଓ୍ୱାର୍ଣ୍ଣିଂ ଜାରି କରାଯାଇଛିା ଏହି ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, କଟକ, ଗଜପତି, ଗଞ୍ଜାମ, ଜଗତସିଂହପୁରା

ବୃଦ୍ଧ, ଛୋଟ ପିଲା, ରୋଗୀ ଖରାରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛିା

LEAVE A REPLY

Please enter your comment!
Please enter your name here