ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
୧୯୯୧ରେ ଆସିଥିବା ଫିଲ୍ମ ‘ସଡ଼କ’ର ଦ୍ୱିତୀୟ ଭାଗ ‘ସଡ଼କ ୨’ର ନିର୍ମାଣ ଆରମ୍ଭ ହୋଇଛିା ପ୍ରଥମ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ମହେଶ ଭଟ୍ଟା ଦ୍ୱିତୀୟ ଭାଗର ନିର୍ଦ୍ଦେଶନା ବି ସେ ହିଁ ଦେଇଛନ୍ତିା
ଖାସ କଥା ହେଉଛି ଏହି ଫିଲ୍ମରେ ମହେଶଙ୍କ ଦୁଇ ଝିଅ ଆଲିୟା ଭଟ୍ଟ, ପୂଜା ଭଟ୍ଟଙ୍କୁ ଦେଖିବାକୁ ପାଇବେ ଦର୍ଶକା
ପ୍ରଥମ ଥର ପାଇଁ ଦୁଇ ଭୁଉଣୀ ବାପାଙ୍କ ଫିଲ୍ମରେ ଏକାଠି କାମ କରିବୋ
ପ୍ରଥମ ଭାଗ ଫିଲ୍ମରେ ପୂଜା ଏବଂ ଅଭିନେତା ସଞ୍ଜୟ ଦତ୍ତଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ଦର୍ଶକ ଏହି ଯୋଡ଼ି ଖୁବ୍ ପସନ୍ଦ କରୁଥିଲେ ମଧ୍ୟା ସଡ଼କ ୨ରେ ଆଲିୟାଙ୍କ ବିପକ୍ଷରେ ଆଦିତ୍ୟ ରାୟ କପୁରଙ୍କୁ ଦେଖିବାକୁ ମିଳିବା
ବାପାଙ୍କ ଫିଲ୍ମରେ ଆଲିୟା ପ୍ରଥମ ଥର କାମ କରିବାକୁ ଯାଉଛନ୍ତିା


















