ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ଆଜି ପଞ୍ଚମ ଥର ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନବୀନ ଓ ତାଙ୍କ ମନ୍ତ୍ରିମଣ୍ଡଳ ଆଜି ଶପଥ ନେବେ। ରାଜ୍ୟପାଳ ଗଣେଶୀଲାଲ୍ ଶପଥ ପାଠ କରାଇବେ। ଏହି ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କ ପରିବାରର ମଧ୍ୟ ସାମିଲ ହୋଇଛନ୍ତିା ଶପଥ ଉତ୍ସବରେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ, ଭଉଣୀ ଗୀତା ମେହଟ୍ଟା ଯୋଗ ଦେଇଛନ୍ତିା
ଶପଥ ଗ୍ରହଣ ଉତ୍ସବରେ ଭାଇ ଭଉଣୀ ୩ଜଣଙ୍କ ଉପସ୍ଥିତିକୁ ଏକ ବିରଳ ଦୃଶ୍ୟ ବୋଲି କୁହାଯାଉଛିା ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଶପଥ ନେଉଥିବାରୁ ଉଭୟ ଭାଇ ଭଉଣୀ ବେଶ୍ ଖୁସି ଥିବା ପରିଲକ୍ଷିତ ହେଉଛିା

















