ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆଜି ସନ୍ଧ୍ୟା ୭ଟା ବେଳକୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଏହା ପୂର୍ବରୁ କେଉଁମାନେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ତାହାକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା। ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ଯେଉଁ ମନ୍ତ୍ରୀମାନଙ୍କୁ ଫୋନ କଲ୍ ଯାଇଛି ସେମାନେ ହେଲେ
ସୁଷମା ସ୍ୱରାଜ
ସଦାନନ୍ଦ ଗୌଡ଼ା
ସନ୍ତୋଷ ଗଙ୍ଗୱାର
ରବିଶଙ୍କର ପ୍ରସାଦ
ନିର୍ମଳା ସୀତାରମଣ
ପ୍ରକାଶ ଜାବେଦକର
ବାବୁଲ ସୁପ୍ରିୟୋ
ସ୍ମୃତି ଇରାନୀ
ରାମବିଲାସ ପାସବାନ
ଅନୁପ୍ରିୟା ପଟେଲ
ଅନୁପ୍ରିୟା ପଟେଲ
କିରନ ରିଜିଜୁ
ଧର୍ମେନ୍ଦ୍ର ପ୍ରଧାନ
ହରସିମରତ କୌର ବାଦଲ
ଅର୍ଜୁନ ମେଘୱାଲ
ରାମଦାସ ଅଠାୱାଲେ
ନୀତିନ ଗଡ଼କରୀ
ରାଜନାଥ ସିଂ
ରବି ଶଙ୍କର ପ୍ରସାଦ
ଜିତେନ୍ଦ୍ର ସିଂ ତୌମାର
ସଞ୍ଜିବ ବାଲିୟନ
ନିତ୍ୟାନନ୍ଦ ରାୟ
ଉପରୋକ୍ତ ସମସ୍ତଙ୍କୁ ପିଏମଓ ଅଫିସରୁ ଫୋନ କଲ୍ ଯାଇଥିବା ସୂଚନା ମିଳିଛ। ଆଜି ଅପରାହ୍ଣରେ ମୋଦି ଏକ ବୈଠକ ଡାକିଛନ୍ତି। ଏହା ସହିତ ଏକ ଘଣ୍ଟାରୁ ଅଧିକ ହେବ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅମିତ ଶାହଙ୍କ ସହିତ ଆଲୋଚନା ଚାଲିଛି।

















