ଓଡ଼ିଶାଲାଇଭ ବ୍ୟୁରୋ

ବିଜେପି ଆଜି ବିଧାନସଭାରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ବିରୋଧି ଦଳର ଉପନେତା ଭାବରେ ନିଯୁକ୍ତ କରିଛି।

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ବିଜେପି ବିରେଧି ଦଳର ନେତା ନିଯୁକ୍ତି କରାଯିବା ନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଏହାଛଡ଼ା କେନ୍ଦୁଝର ସଦର ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି।

ଧାମନଗର ବିଧାୟକ ଥିବା ବିଷ୍ଣୁ ସେଠୀ ପୂର୍ବରୁ ଚାନ୍ଦବାଲି ବିଧାୟକ ମଧ୍ୟ ଥିଲେ।

Comment