ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ଶାହରୁଖ ଖାନ୍‌, ଅମିତାଭ ବଚ୍ଚନ୍‌ଙ୍କୁ ପଛରେ ପକାଇଲେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସବୁଠୁ ଚର୍ଚ୍ଚିତ ଭାରତୀୟମାନଙ୍କ ମଧ୍ୟରେ ଜଣେ। ଅମିତାବ ବଚ୍ଚନ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ବ୍ରିଟେନର ଇଣ୍ଟରନେଟ୍ ମାର୍କେଟ ରିସର୍ଚ୍ଚ ଓ ଡାଟା ଆନାଲିଷ୍ଟ ଫର୍ମ YouGov ଚଳିତବର୍ଷ ଦୁନିଆର ଟପ୍ ୨୦ ଏଲିଜିବଲ୍ ପୁରୁଷ ଓ ମହିଳାଙ୍କ ଲିଷ୍ଟ ପ୍ରକାଶ କରିଛନ୍ତି। ଏହି ଲିଷ୍ଟରେ ରାଜନେତାମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦି ୬ ନମ୍ବର ସ୍ଥାନରେ ରହିଛନ୍ତି।

ଅଭିନେତା ଶାହରୁଖ ଖାନ୍ ଅମିତାବ ବଚ୍ଚନ, ସଲମାନ ଖାନ୍ ଟପ୍ ୨୦ରେ ଅଛନ୍ତି। ମହିଳାମାନଙ୍କ ମଧ୍ୟରେ ଦୀପିକା ପାଦୁକୋଣ, ସୁଶ୍ମିତା ସେନ୍, ପ୍ରିୟଙ୍କା, ଚୋପ୍ରା ଟପ୍ ୨୦ ଲିଷ୍ଟରେ ସ୍ଥାନ ପାଇଛନ୍ତି।

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରଶଂସିତ ପୁରୁଷମାନଙ୍କ ମଧ୍ୟରେ ଜଣେ।

LEAVE A REPLY

Please enter your comment!
Please enter your name here