ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡ଼ିଶା ସରକାର ୭ ଆଜୀବନ କଏଦୀଙ୍କୁ ମୁକ୍ତ କରିଛନ୍ତି।

କେନ୍ଦୁଝର କାରାଗାରାରୁ ୫ ଜଣ ଏବଂ ଚୌଦ୍ୱାର ଏବଂ ଝାରସୁଗୁଡ଼ା ଜେଲ୍‌ରୁ ଜଣେ ଲେଖାଏଁ କଏଦୀଙ୍କୁ ସରକାର ମୁକ୍ତ କରିଛନ୍ତି।

ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଦଣ୍ଡ କୋହଳି କରି ଏମାନଙ୍କୁ ମୁକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here