ଓଡ଼ିଶାଲାଇଭ୍‌ ବ୍ୟୁରୋ

OMECLରେ ୧୬ ପଦବୀରେ ଚାକିରି ସୁଯୋଗ, ଇଚ୍ଛୁକ ପ୍ରାର୍ଥୀମାନେ କରିପାରିବେ ଆବେଦନ

ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ(ଓଏମ୍‌ଇସିଏଲ୍‌)ରେ ଖଣି, ଜିଓଲୋଜି, ଜଙ୍ଗଲ ଓ ପରିବେଶରେ ୧୬ଟି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୬ ଡିସେମ୍ଵର ପର୍ଯ୍ୟନ୍ତ ରହିଛି।

ଖଣି(ମାଇନିଙ୍ଗ)

ଜେନେରାଲ ମ୍ୟାନେଜର

  • ପଦବୀ – ୨
  • ଦରମା – ୧, ୨୭,୧୦୦ – ୨,୧୬, ୩୦୦
  • ବୟସ – ୫୫ ବର୍ଷରୁ କମ୍‌ ହୋଇଥିବା ଦରକାର

ଡେପୁଟି ଜେନେରାଲ ମ୍ୟାନେଜର

  • ପଦବୀ – ୨
  • ଦରମା – ୭୮,୮୦୦ – ୨,୦୯, ୨୦୦
  • ବୟସ – ୪୪ ବର୍ଷରୁ କମ୍‌ ହୋଇଥିବା ଦରକାର

ସିନିୟର ମ୍ୟାନେଜର

  • ପଦବୀ – ୨
  • ଦରମା – ୬୭, ୭୦୦ – ୨,୦୮, ୭୦୦
  • ବୟସ – ୪୦ ବର୍ଷରୁ କମ୍‌ ହୋଇଥିବା ଦରକାର

ମ୍ୟାନଜେର

  • ପଦବୀ – ୨(ଏସ୍‌ସି,ଏସଟି)
  • ଦରମା – ୬୭, ୭୦୦ – ୨,୦୮, ୭୦୦
  • ବୟସ – ୩୬ ବର୍ଷରୁ କମ୍‌ ହୋଇଥିବା ଦରକାର

ଡେପୁଟି ମ୍ୟାନେଜର

  • ପଦବୀ – ୨(ଏସ୍‌ସି,ଏସଟି)
  • ଦରମା – ୬୭, ୭୦୦ – ୨,୦୮, ୭୦୦
  • ବୟସ – ୩୨ ବର୍ଷରୁ କମ୍‌ ହୋଇଥିବା ଦରକାର

ଜୁଓଲୋଜି

ସିନିୟର ମ୍ୟାନେଜର

  • ପଦବୀ – ୨(ଏସ୍‌ସି,ଏସସିବିସି)
  • ଦରମା – ୬୭, ୭୦୦ – ୨,୦୮, ୭୦୦
  • ବୟସ – ୪୦ ବର୍ଷରୁ କମ୍‌ ହୋଇଥିବା ଦରକାର

ମ୍ୟାନେଜର

  • ପଦବୀ – ୧(ଏସଟି)
  • ଦରମା – ୬୭, ୭୦୦ – ୨,୦୮, ୭୦୦
  • ବୟସ – ୩୬ ବର୍ଷରୁ କମ୍‌ ହୋଇଥିବା ଦରକାର

ଡେପୁଟି ମ୍ୟାନେଜର

  • ପଦବୀ – ୧(ଏସଟି)
  • ଦରମା – ୬୭, ୭୦୦ – ୨,୦୮, ୭୦୦
  • ବୟସ – ୩୨ ବର୍ଷରୁ କମ୍‌ ହୋଇଥିବା ଦରକାର

ଜଙ୍ଗଲ ଓ ପରିବେଶ

ମ୍ୟାନେଜର

  • ପଦବୀ – ୨
  • ଦରମା – ୬୭, ୭୦୦ – ୨,୦୮, ୭୦୦
  • ବୟସ – ୩୬ ବର୍ଷରୁ କମ୍‌ ହୋଇଥିବା ଦରକାର

ଆବେଦନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀମାନେ OMECL ଓ୍ଵେବସାଇଟ୍‌ omecl.in କୁ ଯାଇ ଦରଖାସ୍ତ ଫର୍ମ ଡାଉନଲୋଡ୍‌ କରିବେ। ପରେ ଦରଖାସ୍ତ ଫର୍ମ ପୂରଣ କରି ସାର୍ଟିଫିକେଟ ସହ ସ୍ପିଡ୍‌ ପୋଷ୍ଟ କିମ୍ଵା କୋରିୟର କରିପାରିବେ। ସ୍ପିଡ୍‌ ପୋଷ୍ଟ କଲା ବେଳେ କୋରିୟର ଉପରେ “APPLICATION FOR THE POST OF ———-AGAINST ADVERTISEMENT NO———–DATED——–“ ଲେଖିବାକୁ ପଡ଼ିବ।

ଏହାସହ ଜେନେରାଲ ମ୍ୟାନେଜର, ଓଡ଼ିଶା ମିନେରାଲ ଏକ୍ସପ୍ଲୋରେସନ୍‌ କର୍ପୋରେସନ ଲିମିଟେଡ୍‌, ଓଏମ୍‌ସି ହାଉସ୍‌, ଭୁବନେଶ୍ଵର-୭୫୧୦୦୧ରେ ଡିସେମ୍ଵର ୧୬ ତାରିଖ ସୁଦ୍ଧା ପଠାଇବାକୁ ହେବ।

Comment