ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫକିରମୋହନ ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୬।

ବାଲେଶ୍ଵରସ୍ଥିତ ଫକିରମୋହନ ବିଶ୍ଵବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏନେଇ ଛଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୬ ଡିସେମ୍ଵର ପର୍ଯ୍ୟନ୍ତ ରଖାଯାଇଛି। ଅଧିକ ତଥ୍ୟ ପାଇଁ www.fmunivesity.nic.in କୁ ଯାଇପାରିବେ।

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀ ଯେକୌଣସି ବିଷୟରେ ଗ୍ରାଜୁଏସନ୍‌ ପାସ୍‌ କରିଥିବା ଦରକାର।
  • କମ୍ପ୍ୟୁଟରରେ ମଧ୍ୟ ଜ୍ଞାନ ଥିବା ଦରକାର।

ଦରଖାସ୍ତ ଫିସ୍‌

  • ସାଧାରଣ ବର୍ଗ – ୧୦୦୦/-
  • ଏସ୍‌ସି, ଏସ୍‌ଟି – ୫୦୦/-

ଆବେଦନ ପ୍ରକ୍ରିୟା

  • ଆବେଦନ କରିବା ପାଇଁ ପ୍ରାର୍ଥୀ ଓ୍ଵେବସାଇଟ୍‌ fmunivesity.nic.in କୁ ଯିବେ।
  • ଓ୍ଵେବସାଇଟ୍‌ରୁ ଆବେଦନ ଫର୍ମ ଡାଉନଲୋର୍ଡ କରି ତାକୁ ଠିକ ଭାବେ ଭରିବେ।
  • ପରେ ସମସ୍ତ ପ୍ରମାଣପତ୍ର ସହ ରେଜିଷ୍ଟାର, ଏଫ୍‌ଏମ୍‌ ବିଶ୍ଵବିଦ୍ୟାଳୟ, ନୂଆପାଢ଼ି, ବାଲେଶ୍ଵର – ୭୫୬୦୮୯ ଠିକଣାରେ ପଠାଇବେ।

LEAVE A REPLY

Please enter your comment!
Please enter your name here