ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ ତା’ର ପ୍ରଥମ ଓ୍ଵିକେଟ ହରାଇଛି। ୧୪ ଓଭରର ଶେଷ ବଲରେ ଜାଡେଜାଙ୍କ ବଲରେ ପାଭିଲିୟନ ଫେରିଯାଇଛନ୍ତି ଇଭିନ ଲୁଇସ। ବ୍ୟକ୍ତିଗତ ୨୧ ରନ୍‌ କରି ଲୁଇସି ଆଉଟ ହୋଇଛନ୍ତି। ବର୍ତ୍ତମାନ ପ୍ରଥମ ଓ୍ଵିକେଟରେ ହୋପ୍‌ଙ୍କ ସହ ରୋସ୍ତୋନ ଚେଜ୍‌ ଯୋଗ ଦେଇଛନ୍ତି।

ରବିନ୍ଦ୍ର ଜାଡେଜାଙ୍କ ଶେଷ ବଲ୍‌କୁ ଛକା ମାରିବାକୁ ଯାଇ ଲୁଇସି ବାଉଣ୍ଡ୍ରି ପାଖରେ ସୈନୀଙ୍କ ହାତରେ କ୍ୟାଚ ଆଉଟ ହୋଇଛନ୍ତି।

ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ୧୫ ଓଭର ୨ଟି ବଲରେ ଗୋଟିଏ ଓ୍ଵିକେଟ ହରାଇ ୫୭ ରନ କରିଛି। ଦଳ ପକ୍ଷରୁ ହୋପ୍‌ ୩୫ ରନ୍‌ରେ ଖେଳୁଛନ୍ତି।

Comment