ଓଡ଼ିଶାଲାଇଭ୍ ବ୍ୟୁରୋ

ଟେଷ୍ଟ କ୍ରିକେଟରେ ଏବେ ‘କୋହଲି’ ଯୁଗର ଅବସାନ ଘଟିଛି। ଭାରତର ରନ ମାଷ୍ଟର ବିରାଟ କୋହଲି ଏହି ଫର୍ମାଟ୍‌ରୁ ଅବସର ନେଇଛନ୍ତି। ତାଙ୍କ ନିଷ୍ପତ୍ତି କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି। ନିଜର ପ୍ରିୟ କିଙ୍ଗ କୋହଲିଙ୍କୁ ସେମାନେ ଆଉ ଧଳା ଜର୍ସି ପିନ୍ଧି ଖେଳୁଥିବା ଦେଖିପାରିବେ ନାହିଁ।

କୋହଲିଙ୍କ ଅବସର ପରେ ଏବେ ତାଙ୍କର ଟେଷ୍ଟ କ୍ୟାରିୟର ବିଷୟରେ ଆଲୋଚନା ହେବା ସହ ତାଙ୍କ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତୁ ଜାଣିବା ବିରାଟ ପୋହଲିଙ୍କର ସମ୍ପତ୍ତି କେତେ ଏବଂ ତାଙ୍କ ଆୟର ଉତ୍ସ କ’ଣ ରହିଛି।

Tags: #ViratKohli #NetWorth #Cricket #India

Comment