ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରରେ ବିଭିନ୍ନ ବିଷୟରେ ପିଜିଟି, ଟିଜିଟି, ପିଆର୍ଟି ଏବଂ ଏନ୍ଟିଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ ଓ୍ଵାକ୍ ଇନ୍ ଇଣ୍ଚରଭ୍ୟୁ।
ପଦବୀ:
- ପିଜିଟି- ଫିଜିକ୍ସ, କେମେଷ୍ଟ୍ରୀ, ବାୟୋଲୋଜି
- ଟିଜିଟି- ସାଇନ୍ସ (ବିଜ୍ଞାନ)
- ପିଆର୍ଟି- ସାଇନ୍ସ (ପିସିଏମ୍)
- ଏନ୍ଟିଟି (ମହିଳା ପ୍ରାର୍ଥୀ)
ଦରମା:
- ପିଜିଟି- ୨୬,୦୦୦ ଟଙ୍କା
- ଟିଜିଟି- ୧୬,୦୦୦ ଟଙ୍କା
- ପିଆର୍ଟି- ୧୨,୦୦୦ ଟଙ୍କା
- ଅଭିଜ୍ଞ ପ୍ରାର୍ଥୀମାନଙ୍କ ପାଇଁ ଅଧିକ ଦରମାର ବ୍ୟବସ୍ଥା ରହିଛି।
ଇଣ୍ଟରଭ୍ୟୁ ସ୍ଥାନ– ଶ୍ରମିକ ଭବନ, ନିଶାମଣି ସିନେମା ହଲ୍ ପାଖ, ଲିଙ୍କ ରୋଡ୍, କଟକ
ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୮ ତାରିଖ ସକାଳ ୧୦.୩୦ଟା
ଆବେଦନ ପ୍ରକ୍ରିୟା:
ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଅରିଜିନାଲ୍ ସାର୍ଟିଫିକେଟ୍ ଏବଂ ମାର୍କସିଟ୍ ସହ ଇଣ୍ଟରଭ୍ୟୁରେ ଯୋଗ ଦେବେ।
- ଫୋନ୍ ନମ୍ବର– 9437943924, 7377148406, 7873480470, 7735629062
- ଇ ମେଲ୍– puri@gmail.com


















