ଓଡ଼ିଶାଲାଇଭ୍ ବ୍ୟୁରୋ
ନାବାର୍ଡ କନ୍ସଲଟାନ୍ସି ସର୍ଭିସ (NABCONS) ରେ ଜୁନିୟର କନ୍ସଲ୍ଟାଣ୍ଟ ପଦବୀରେ ୬୫ ଜଣ ଏବଂ ସିନିୟର କନ୍ସଲ୍ଣ୍ଟାଣ୍ଟ ପଦବୀରେ ୧୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ମାର୍ଚ୍ଚ ୧୦ ଯାଏଁ ଆବେଦନ କରିପାରିବେ।
- ଏହି ନିଯୁକ୍ତି NABARD ର “ପ୍ରୋଜେକ୍ଟ ଇଶକ୍ତି” ଅଧୀନରେ ବିଭିନ୍ନ ରାଜ୍ୟମାନଙ୍କରେ ଦିଆଯିବ।
ଜୁନିୟର କନ୍ସଲ୍ଣ୍ଟାଣ୍ଟ- ୬୫ଟି ପଦବୀ
- ଶିକ୍ଷାଗତ ଯୋଗ୍ୟତା– ଯେକୌଣସି ବିଭାଗରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। ଆଇଟି ଏବଂ ଆକାଉଣ୍ଟିଂରେ ଜ୍ଞାନ ଥିବ।
- ବୟସ ସୀମା– ୨୪ରୁ ୩୫ ବର୍ଷ
- ଦରମା– ୩୦,୦୦୦ ଟଙ୍କା

ସିନିୟର କନ୍ସଲ୍ଣ୍ଟାଣ୍ଟ- ୧୩ଟି ପଦବୀ
- ଶିକ୍ଷାଗତ ଯୋଗ୍ୟତା– ଯେକୌଣସି ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ/ଏମ୍ବିଏ ଡିଗ୍ରୀ ହାସଲ କରିଥିବେ। ଆଇଟି ଏବଂ ଆକାଉଣ୍ଟିଂରେ ଜ୍ଞାନ ଥିବ।
- ବୟସ ସୀମା– ୩୦ରୁ ୫୦ ବର୍ଷ
- ଦରମା– ୭୦, ୦୦୦ ଟଙ୍କା
ଆବେଦନ ପ୍ରକ୍ରିୟା
ପ୍ରାର୍ଥୀମାନେ ୨୦୨୦ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୧୦ ମଧ୍ୟରେ ଅନ୍ଲାଇନ୍ ଆବେଦନ କରିପାରିବେ। ଚୟନ ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁକୁ ଡକାଯିବ।
ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ nabcons.com ଓ୍ଵେବ୍ସାଇଟ୍ରେ ଲଗ୍ ଇନ୍ କରନ୍ତୁ।
source – www.chakiri.plus


















