ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଟରନାସ୍ନାଲ୍ ଡେଭେଲପ୍ମେଣ୍ଟ ଏଣ୍ଟରପ୍ରାଇଜେସ୍ରେ କନ୍ସଲ୍ଟାଣ୍ଟ (ଏଗ୍ରୀ-ଏକ୍ସଟେନ୍ସନ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୨୩ ତାରିଖ ଯାଏଁ ଆବେଦନ କରିପାରିବେ।
ଶିକ୍ଷାଗତ ଯୋଗ୍ୟତା– ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଏକ୍ସଟେନ୍ସିଭ୍ ଆଗ୍ରୀକଲ୍ଚରାଲ୍ ଏକ୍ସଟେନ୍ସନ୍ ଓ୍ଵାର୍କରେ ଅତିକମ୍ରେ ୪ରୁ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। କମ୍ପ୍ୟୁଟରରେ ଜ୍ଞାନ ଥିବ।
ବୟସ ସୀମା– ୩୦ରୁ ୩୫ ବର୍ଷ ମଧ୍ୟରେ
ନିଯୁକ୍ତି ସ୍ଥାନ– ତୁମୁଡ଼ିବନ୍ଧା (କନ୍ଧମାଳ), ପାପଡ଼ାହାଣ୍ଡି (ନବରଙ୍ଗପୁର), ପାଟନାଗଡ଼ (ବଲାଙ୍ଗୀର)
ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା careers@ide-india.org କୁ ମାର୍ଚ୍ଚ ୨୩ ସୁଦ୍ଧା ପଠାଇବାକୁ ହେବ। ଏହି ବିଜ୍ଞପ୍ତି ମାର୍ଚ୍ଚ ୯ ତାରିଖରେ ପ୍ରକାଶ ପାଇଛି।
ଓ୍ଵେବ୍ସାଇଟ୍– www.ide-india.org
source – www.chakiri.plus


















