ଓଡ଼ିଶାଲାଇଭ୍‌ ବ୍ୟୁରୋ

କଲିକତା ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଲିମିଟେଡ୍‌ (KMRCL) ରେ ଡାଇରେକ୍ଟର (ପ୍ରୋଜକ୍ଟସ୍‌ ଆଣ୍ଡ୍‌ ପ୍ଲାନିଂ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୮ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା:

  • ଆବେଦନ କରୁଥିବା ପ୍ରାର୍ଥୀ ଇଞ୍ଜିନିୟର ଗ୍ରାଜୁଏଟ୍‌ ହୋଇଥିବେ।
  • ଅତିକମ୍‌ରେ ୨୫ ବର୍ଷ କାର୍ଯ୍ୟ କରିଥିବେ ଏହା ସହ ନିୟୁ ଲାଇନ୍ସ କନ୍‌ଷ୍ଟ୍ରକ୍‌ସନ୍‌/ଡବ୍ଲିଂ/ଗଜ୍‌ କନ୍‌ଭର୍‌ସେସନ୍‌/ମେଟ୍ରୋ ଏବଂ ପ୍ରୋଜେକ୍ଟ ମ୍ୟାନେଜ୍‌ମେଣ୍ଟରେ ୩ ବର୍ଷର ଅଭିଜ୍ଞତା ଥିବ।

ବୟସ ସୀମା– ୪୫ରୁ ୫୭ ବର୍ଷ

ଦରମା– ୧,୮୦,୦୦୦ରୁ ୩,୪୦,୦୦୦ ଟଙ୍କା

ଆବେଦନ ପକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୮ ସଂଧ୍ୟା ୫ଟା ପୂର୍ବରୁ ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ ଦାଖଲ କରିବେ।

ଠିକଣା– Director (Deputation), Ministry of Railways (Railway Board), Room No.110-A, Rail Bhawan, New Delhi-1.

ଏହି ନିଯୁକ୍ତି ବିଷୟରେ ଅଧିକ ତଥ୍ୟ ପାଇଁ indianrailways.gov.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

Source: https://www.chakiri.plus/

Comment