ଓଡ଼ିଶାଲାଇଭ୍ ବ୍ୟୁରୋ

OSSC ଅଧୀନରେ ବିଭିନ୍ନ ସହରୀ ସ୍ଥାନୀୟ ସଂସ୍ଥାମାନଙ୍କରେ ସମୁଦାୟ ୧୨୫ ଜଣ ଜୁନିୟର ଆସିଷ୍ଟାଣ୍ଟଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୯ରୁ ଏପ୍ରିଲ୍ ୮ ଯାଏଁ ଚାଲୁ ରହିବ।
• କେବଳ ଏସ୍ସି-ଏସ୍ଟି ପ୍ରାର୍ଥୀମାନେ ହିଁ ଆବେଦନ କରିପାରିବେ।
• ପଦବୀ ସଂଖ୍ୟା (୧୨୫) – ଏସ୍ସି- ୪୫ (ମହିଳା- ୧୮), ଏସ୍ଟି- ୮୦(ମହିଳା- ୨୭)
• ଶିକ୍ଷାଗତ ଯୋଗ୍ୟତା– ଯେକୌଣସି ବିଭାଗରେ ଦ୍ଵାଦଶ ପାସ୍ କରିବା ସହ କମ୍ପ୍ୟୁଟରରେ ଜ୍ଞାନ ଥିବା ଆବଶ୍ୟକ।
• ବୟସ ସୀମା– ୨୦୧୯ ଜାନୁଆରି ୧ ସୁଦ୍ଧା ୨୧ରୁ ୩୭ ବର୍ଷ ବୟସ ହୋଇଥିବ।
• ଦରମା– ୮,୮୮୦ ଟଙ୍କା
• ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନ୍ଲାଇନ୍ ଆବେଦନ କରିପାରିବେ।
• ଅଧିକ ତଥ୍ୟ ପାଇଁ ossc.gov.in ରେ କ୍ଲିକ୍ କରନ୍ତୁ।
Source: https://www.chakiri.plus/


















