ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର କ୍ଲଷ୍ଟର ଅଧୀନରେ ଥିବା ୭ଟି କେନ୍ଦ୍ରୀୟ ବିଦ୍ୟାଳୟରେ ପିଜିଟି, ଟିଜିଟି ଓ ପିଆରଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍ ଇନ୍ ଇଣ୍ଟରଭ୍ୟୁ।
- ନିଯୁକ୍ତି ଦିଆଯାଉଥିବା କେନ୍ଦ୍ରୀୟ ବିଦ୍ୟାଳୟ– ବ୍ରହ୍ମପୁର, ଗୋପାଳପୁର ମିଲିଟାରୀ ଷ୍ଟେସନ୍, ଭଞ୍ଜନଗର, ଦିଗପହଣ୍ଡି, ଆସ୍କା, ହିଞ୍ଜିଳିକଟ, ଗୁଣପୁର
ପଦବୀ ବିବରଣୀ:
- ପିଜିଟି- ଫିଜିକ୍ସ, କେମେଷ୍ଟ୍ରୀ, ବାୟୋଲାଜୀ, ମ୍ୟାଥେମେଟିକ୍ସ, ହିନ୍ଦୀ, ଇଂରାଜୀ, ଇକୋନେମିକ୍ସ, ହିଷ୍ଟ୍ରୀ, ଜୋଗ୍ରାଫୀ, କମର୍ସ, କମ୍ପ୍ୟୁଟର ସାଇନ୍ସ) – (ଦରମା- ୨୭,୫୦୦ ଟଙ୍କା)
- ଟିଜିଟି- ହିନ୍ଦୀ, ଇଂରାଜୀ, ସୋସିଆଲ ଷ୍ଟଡିଜ୍, ସଂସ୍କୃତ, ସାଇନ୍ସ, ମ୍ୟାଥେମେଟିକ୍ସ (୨୬,୨୫୦ ଟଙ୍କା)
- ପ୍ରାଇମେରୀ ଟିଚର (୨୧,୨୫୦ ଟଙ୍କା)
- କମ୍ପ୍ୟୁଟର ଇନ୍ଷ୍ଟ୍ରକ୍ଟର (୨୧,୨୫୦ରୁ ୨୬,୨୫୦ ଟଙ୍କା)
- ଓଡ଼ିଆ ରିଜିଓନାଲ ଲାଙ୍ଗୁଏଜ୍ (୨୧,୨୫୦ ଟଙ୍କା)
- ଗେମ୍ସ୍ ଓ ସ୍ପୋର୍ଟସ୍ କୋଚ୍ (୨୧,୨୫୦ ଟଙ୍କା)
- ମ୍ୟୁଜିକ କୋଚ୍ (୨୧,୨୫୦ ଟଙ୍କା)
- ଡ୍ୟାନ୍ସ କୋଚ୍ (୨୧,୨୫୦ ଟଙ୍କା)
- ନର୍ସ (ଦିନ ପିଛା ୭୫୦ ଟଙ୍କା)
- କାଉନ୍ସେଲର୍ (୨୬,୨୫୦ ଟଙ୍କା)
- ଡାକ୍ତର (ଦିନ ପିଛା ୧୦୦୦ ଟଙ୍କା)
ବୟସ– ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୬୫ ବର୍ଷ
ଇଣ୍ଟରଭ୍ୟୁ ସ୍ଥାନ– କେନ୍ଦ୍ରୀୟ ବିଦ୍ୟାଳୟ, ଆମ୍ବପୁଆ, ଏଟ୍/ପୋ- ଆମ୍ବପୁଆ, ବ୍ରବ୍ମପୁର-୭୬୦୦୧୧, ଗଞ୍ଜାମ, ଓଡ଼ିଶା
ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୨୨ ସକାଳ ୧୧ଟା (୧୦ଟା ପୂର୍ବରୁ ରେଜିଷ୍ଟ୍ରେସନ୍ କରିବେ)
ଅଧିକ ସୂଚନା ପାଇଁ berhampur.kvs.ac.in ରେ କ୍ଲିକ୍ କରନ୍ତୁ।
source –www.chakiri.plus
















