ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ କନସଲଟାଣ୍ଟ ପଦବୀରେ ସମୁଦାୟ ୭ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୧୩ ସୁଦ୍ଧା ଆବେଦନ କରିପାରିବେ।
ପଦବୀ ବିବରଣୀ:
- କନସଲଟାଣ୍ଟ- ଗ୍ରେଡ୍ ୨ (ଗୋଟିଏ ପଦବୀ) – ମନିଟରିଂ ଆଣ୍ଡ୍ ଏଭାଲୁଏସନ୍
- କନସଲଟାଣ୍ଟ- ଗ୍ରେଡ୍ ୧ (ଗୋଟିଏ ପଦବୀ) – ହ୍ୟୁମାନ ରିସୋର୍ସ
- କନସଲଟାଣ୍ଟ- ଗ୍ରେଡ୍ ୧ (ଗୋଟିଏ ପଦବୀ) – ଇନଫରମେସନ୍ ଟେକ୍ନୋଲୋଜୀ
- କନସଲଟାଣ୍ଟ- ଗ୍ରେଡ୍ ୧ (ଗୋଟିଏ ପଦବୀ) – ପ୍ରୋକ୍ୟୁରମେଣ୍ଟ ସ୍ପେଶିଆଲିଷ୍ଟ (ସର୍ଭିସ ଆଣ୍ଡ ଗୁଡ୍ସ୍)
- କନସଲଟାଣ୍ଟ- ଗ୍ରେଡ୍ ୧ (ଗୋଟିଏ ପଦବୀ) – ଫାଇନାନ୍ସ
- ୟଙ୍ଗ ପ୍ରଫେସନାଲ (ଗୋଟିଏ ପଦବୀ) – ଡାଟା ମ୍ୟାନେଜର
- କନସଲଟାଣ୍ଟ (ଅବସରପ୍ରାପ୍ତ) – (ଗୋଟିଏ ପଦବୀ) – ଏକ୍ସାମିନେସନ୍ ଆଣ୍ଡ୍ ପ୍ରୋସେସିଂ ଅଫ୍ ପ୍ରୋପୋଜାଲ୍ସ୍
ଆବଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।
କୋଣସି ବିଷୟରେ ସୂଚନା ପାଇଁ ଆଡିସନାଲ କମିସନର କେ.ସି. ମିନାଙ୍କୁ 011-23380068 ନମ୍ବରରେ ଯୋଗାଯୋଗ କରିପାରିବେ।
ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା, ବୟସ ସୀମା, ଦରମା ବିଷୟରେ ଜାଣିବା ପାଇଁ tribal.nic.in ରେ ଲଗ୍ଇନ୍ କରନ୍ତୁ।
ଅନଲାଇନ୍ ଆବେଦନ ପାଇଁ- କ୍ଲିକ୍ କରନ୍ତୁ
source – www.chakiri.plus


















