ଓଡ଼ିଶାଲାଇଭ୍‌ ବ୍ୟୁରୋ

DDA

ଦିଲ୍ଲୀ ଡେଭେଲପମେଣ୍ଟ ଅଥରିଟି (DDA) ଅଧୀନରେ ଡେପୁଟି ଡିରେକ୍ଟର, ଆକାଉଣ୍ଟ୍ସ୍ ଅଫିସର୍ ଓ ପ୍ଲାନିଂ ଆସିଷ୍ଟାଣ୍ଟ ଆଦି ବିଭିନ୍ନ ପଦବୀରେ ସମୁଦାୟ ୬୩୭ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୩୦ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା:

  • ଡେପୁଟି ଡିରେକ୍ଟର (ସିଷ୍ଟମ) – ୨
  • ଡେପୁଟି ଡିରେକ୍ଟର (ପ୍ଲାନିଂ) – ୫
  • ଆସିଷ୍ଟାଣ୍ଟ ଡିରେକ୍ଟର (ପ୍ଲାନିଂ) – ୫
  • ଆସିଷ୍ଟାଣ୍ଟ ଡିରେକ୍ଟର (ସିଷ୍ଟମ) – ୨
  • ଆସିଷ୍ଟାଣ୍ଟ ଆକାଉଣ୍ଟ୍ସ୍ ଅଫିସର୍- ୧୧
  • ପ୍ଲାନିଂ ଆସିଷ୍ଟାଣ୍ଟ- ୧
  • ଏସ୍.ଓ (ହର୍ଟିକଲଚର) – ୪୮
  • ଆର୍କିଟେକ୍ଚରାଲ ଆସିଷ୍ଟାଣ୍ଟ- ୮
  • ସର୍ଭେୟର- ୧୧
  • ଷ୍ଟେନୋଗ୍ରାଫର୍ (ଗ୍ରେଡ୍ ଡି) – ୧୦୦
  • ପଟଓ୍ୱାରୀ- ୪୪
  • ଜୁନିୟର ସେକ୍ରେଟାରୀଏଟ୍ ଆସିଷ୍ଟାଣ୍ଟ-୨୯୨
  • ମାଳୀ (Mali) – ୧୦୦
  • ସିନିୟର ଲ’ ଅଫିସର- ୧
  • ଲିଗାଲ ଆସିଷ୍ଟାଣ୍ଟ- ୭

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୩୦ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଡି.ଡି.ଏର ଓ୍ୱେବସାଇଟ୍ରୁ ଅନଲାଇନ୍ ଆବେଦନ କରିପାରିବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ dda.org.inରେ ଲଗ୍ଇନ୍ କରନ୍ତୁ।

source:www.chakiri.plus

Comment