ଓଡ଼ିଶାଲାଇଭ୍ ବ୍ୟୁରୋ
NLC ଇଣ୍ଡିଆ ଲିମିଟେଡରେ ଆସିଷ୍ଟାଣ୍ଟ ମ୍ୟାନେଜର (ସର୍ଭେ) ପଦବୀରେ ସମୁଦାୟ ୧୫ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମେ’ ୭ ଯାଏଁ ଚାଲୁ ରହିବ।
ଯୋଗ୍ୟତା– ମାଇନିଂ ବା ମାଇନ ସର୍ଭେରେ ଡିପ୍ଲୋମା କରିଥିବେ। CMR ୨୦୧୭ ଅଧୀନରେ ସାର୍ଟିଫିକେଟ ଅଫ୍ କମ୍ପିଟେନ୍ସି ହାସଲ କରିଥିବେ। ମାଇନ ସର୍ଭେ ଏବଂ ଲାଭେଲିଂ ବିଭାଗରେ ସଂପୃକ୍ତ ପଦବୀରେ ଅତିକମରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
ଦରମା- ୪୦,୦୦୦ ରୁ ୧,୪୦,୦୦୦ ଟଙ୍କା
ବୟସ– ୩୦ ବର୍ଷ (ଓବିସି-୩୩, ଏସସି- ୩୫, ଏସଟି- ୩୫)
ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।
ଆବେଦନ ଶୁଳ୍କ:
- ଏସସି/ଏସଟି/ଭିନ୍ନକ୍ଷମ/ଏକ୍ସ-ସର୍ଭିସମ୍ୟାନ- ୩୫୪ ଟଙ୍କା
- ଅନ୍ୟ ସମସ୍ତ ବର୍ଗ- ୮୫୪ ଟଙ୍କା
ଅଧିକ ସୂଚନା ପାଇଁ nlcindia.comରେ କ୍ଲିକ୍ କରନ୍ତୁ।
Source: www.chakiri.plus