ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ବିଜେପି ସଭାପତି ହେବାର ୫ ମାସ ପରେ ସମୀର ମହାନ୍ତି ତାଙ୍କ ନୂଆ ଟିମ୍ ଘୋଷଣା କରିଛନ୍ତି। ଏଥିରେ ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସମ୍ପାଦକ, ୯ ଜଣ ସମ୍ପାଦକ ଅଛନ୍ତି। ସେହିପରି ୬ ମୋର୍ଚ୍ଚାର ସଭାପତି ମଧ୍ୟ ବଦଳିଛନ୍ତି। ଇରାଶିଷ ଆଚାର୍ଯ୍ୟ ବିଜେପି ଯୁବୋମର୍ଚ୍ଚା ଏବଂ ସ୍ମୃତି ପଟ୍ଟନାୟକ ହେଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି।
ସଭାପତି
ସମୀର ମହାନ୍ତି।
ସାଂସଦ ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ସାଂସଦ ବଳଭଦ୍ର ମାଝି, ବିଧାୟକ ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶ ଓରାମ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ।
ସାଧାରଣ ସମ୍ପାଦକ
ରବି ନାଏକ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମାନସ କୁମାର ମହାନ୍ତି (ସଙ୍ଗଠନ ସମ୍ପାଦକ)।
ସମ୍ପାଦକ
କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ, ସୀମାଞ୍ଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ଶର୍ମିଷ୍ଠା ମେହେର, ସୁଦର୍ଶନ ଗୋଏଲ (କୋଷାଧ୍ୟକ୍ଷ)।
ଯୁବ ମୋର୍ଚ୍ଚା – ଇରାଶିଷ ଆଚାର୍ଯ୍ୟ।
ମହିଳା ମୋର୍ଚ୍ଚା – ସ୍ମୃତି ପଟ୍ଟନାୟକ।
କୃଷକ ମୋର୍ଚ୍ଚା – ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ।
ଅନୁସୂଚିତ ଜନଜାତି ମୋର୍ଚ୍ଚା – ସାଂସଦ ବିଶ୍ୱେଶ୍ୱର ଟୁଡୁ।
ଅନୁସୂଚିତ ଜାତି ମୋର୍ଚ୍ଚା – ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ।
ସଂଖ୍ୟାଲଘୁ ମୋର୍ଚ୍ଚା – ସିକନ୍ଦର ଅଲ୍ଲୀ।
୧୦ ମୁଖପାତ୍ର
ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧିରେନ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ ଦାସ, ଉମାଶଙ୍କର ପଟ୍ଟନାୟକ।