ଓଡ଼ିଶାଲାଇଭ୍ ବ୍ୟୁରୋ
ଭଦ୍ରକ ଜିଲ୍ଲାରେ TI ପ୍ରୋଜେକ୍ଟ ଅଧିନରେ କାଉନସେଲର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ ଆସନ୍ତା ଜୁନ୍ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି।
ଯୋଗ୍ୟତା- ସୋସିଆଲୋଜୀ/MSW ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। କମ୍ପ୍ୟୁଟର ଆପ୍ଲିକେସନର ଟ୍ରେନିଂ ନେଇଥିବେ। ସୋସିଆଲ ସେକ୍ଟରରେ ଅତକମରେ ତିନି ବର୍ଷ କାମ କରିଥିବେ।
ଦରମା– ୧୨,୦୦୦ ଟଙ୍କା
ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଆବଶ୍ୟକୀୟ ସାର୍ଟିଫିକେଟ ସହ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବେ।
ଠିକଣା- ଫେଲୋସିପ୍, ତାରିଣୀଭବନ, ଓ୍ୱମେନ୍ସ କଲେଜ ରୋଡ୍, ନଙ୍ଘମୋହଲ ଛକ, ସାଣ୍ଠିଆ, ଭଦ୍ରକ, 756100
ଇଣ୍ଟରଭ୍ୟୁ ସମୟ– ୨୦୨୦ ଜୁନ୍ ୨୫ ସକାଳ ୧୦ଟା
ଯୋଗାଯୋଗ ପାଇଁ:
- ଡିରେକ୍ଟର-7008447132
- ପ୍ରୋଜେକ୍ଟ ମ୍ୟାନେଜର– 8917503638
ଅଧିକ ସୂଚନା ପାଇଁ bhadrak.nic.inରେ କ୍ଲିକ୍ କରନ୍ତୁ।