ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ଘୁଞ୍ଚିଲା ଓଜେଇଇ ଅନଲାଇନ୍ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେପ୍ଟେମ୍ବର ୯ ତାରିଖରୁ ୧୫ ତାରିଖ ମଧ୍ୟରେ ଓଜେଇଇ ପରୀକ୍ଷା ହେବାର ଥିଲା। ହେଲେ ଏବେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଏହାକୁ ଘୁଞ୍ଚାଇ ଦିଆଯାଇଛି। ସମ୍ଭବତଃ ଏହି ପରୀକ୍ଷା ଆଗାମୀ ମାସରେ ହୋଇପାରେ ବୋଲି କୁହାଯାଉଛି।

BGUଚଳିତ ଥର ରାଜ୍ୟରେ ଓଜେଇଇ ଅନଲାଇନ୍ ପରୀକ୍ଷା ହେବା ପାଇଁ ୨୧ଟି ପରୀକ୍ଷା କେନ୍ଦ୍ର ବଛାଯାଇଥିଲା। ଏଥିସହ ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଥିଲା। ହେଲେ ଏବେ ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here